ନ୍ୟୁଜ ଗ୍ୟାଲେରି, ଧର୍ମଗଡ:(ହେମନ୍ତ କୁମାର ମାଝୀ)ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜେଡି ର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ ପୂର୍ବତନ ବିଧାୟକ ମୌଶୋଧି ବାଗ ମୁଖ୍ୟ ଅତୀଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ଶଙ୍କର ଜୁଏଡ଼, ପ୍ରଣବ ପ୍ରକାଶ ଭଏସାଲ,ହେମନ୍ତ ମାଝୀ,ଆଇନଜୀବୀ କଲ୍ୟାଣୀ ନାଏକ,ବିଜୁ ମହିଳା ସେଲ ର ସୁଶ୍ରୀ ହୀରା ବାଗ,ଜିଲ୍ଲା ଉପସଭାପତି ଥବିର ପ୍ରସାଦ ସାହୁ,ଧବଳେଶ୍ୱର ନାଗ,ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ,
କୋକସରା ସରପଞ୍ଚ କିଶୋର ପ୍ରଧାନୀ,ସରକାରୀ ଓକିଲ ଭବାନୀ ଶଙ୍କର ପଣ୍ଡା,ଜିଲ୍ଲା ଏସସି ସେଲ ଉପସଭାପତି କ୍ଷୀରୋଦ ବାଗ, ବିଜେଡି ବ୍ଲକ ସଭାପତି ଟିକମନ ଯାଦବ,ଡାକେ ଲହଜଳ,ସ୍ୱାଧୀନ ବାଗ,ସମେତ ଅନେକ ବିଜୁ ଜନତା ଦଳର କର୍ମୀ ଯୋଗ ଦେଇ ବିଜୁ ଜନତା ଦଳ ସର୍ବଦା ଲୋକଙ୍କ ହିତ ଓ ଅଞ୍ଚଳ ର ବିକାଶ ପାଇଁ ସମର୍ପିତ ବୋଲି ଅଭିଭାଷଣ ରେ ପ୍ରକାଶ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

