ନ୍ୟୁଜଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ତହସିଲ ବିଭିନ୍ନ ସମୟ ରେ ଅଭିଯୋଗ ହୋଇ ଆସୁଛି ଡିମାର କେସନ କରିବାରେ ବିଲମ୍ଵ କରୁଥିବା ନେଇ ଅଭିଯୋଗ ହୋଇ ଆସୁଛି । ତା’ର ଏକ ଜ୍ଜଲନ୍ତ ଉଦାହରଣ ହେଉଛି ହେମନ୍ତ କୁମାର ମାଝୀ ଗତ ତା ୨୨/୨/୨୪ ଦିନ ତାଙ୍କର ଦୁଇ ଗୋଟି ପ୍ଳଟ କୁ ଡିମାର କେସନ କରିବା ପାଇଁ ଆବେଦନ କରିଥିଲେ ହେଲେ ତାଙ୍କ ପାଖକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୋୖଣସି ନୋଟିସ ଟିଏ ମଧ୍ୟ କରାଯାଇନଥିଲା ଏଣୁ ଶ୍ରୀ ମାଝୀ ତହସିଲଦାର ଙ୍କୁ ସହିତ ଯୋଗାଯୋଗ କରିବାରୁ ମୁଁ ସେହି ବିଭାଗ ର ଦାଇତ୍ୱ ରେ ନାହିଁଁ ତମେ ଡିମାର କେସନ ଦାଇତ୍ୱ ରେ ଥିବା ବିଭାଗ ସହିତ ଯୋଗାଯୋଗ କରନ୍ତୁ ବୋଲି କହିଥିଲେ ।
ଏନେଇ ଶ୍ରୀ ମାଝୀ ଡିମାର କେସନ ବିଭାଗ ସହିତ ଯୋଗାଯୋଗ କରିବାରୁ ଅଳ୍ପଦିନ ମଧ୍ୟରେ ନୋଟିସ କରାଯିବ ବୋଳି କହିଥିଲେ। ହେଲେ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୈାଣସି ନୋଟିସ କରାଗଲା ନାହିଁ । ଏହି ଦୁଇ ଗୋଟି ପ୍ଳଟ ଉପର କାର୍ଯ୍ୟାଳୟ ଙ୍କୁ କୈାଣସି ରାଜନେତା କିମ୍ବା କୈାଣସି ପ୍ରଭାଵ ସାଲି ବ୍ୟକ୍ତି ଙ୍କ ପ୍ରେସର ପଡୁଛି କି ? କିମ୍ଵା ନିଜ ମନ ଇଚ୍ଛା ହେଲେ ଆବେଦନ କୁ ଗୁରୁତ୍ଵ ସହିତ ନେଇ କାର୍ଯ୍ୟ କରିଛନ୍ତି ? ଏହି କାର୍ଯ୍ୟାଳୟ କୁ ବିଭିନ୍ନ ସମୟରେ ମନମୁଖୀ କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହେଉଛି । ଏହି କାର୍ଯ୍ୟାଳୟ କୁ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିଵ ବୋଲି ସାଧାରଣ ରେ ଅଭିଯୋଗ ହେଉଛି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

