କଳାହାଣ୍ଡି:କେସିଙ୍ଗା,(ତୁମେଶ୍ୱର ସାହୁ) ଆଦର୍ଶ ଥାନା ରେ ରୋହିତ ବର୍ମା ନୂତନ ଏସ ଡି ପି ଓ ଭାବରେ ଯୋଗଦାନ କରିଛନ୍ତି।ସେ ୨୦୧୯ ବ୍ୟାଚ ଆଇ ପି ଏସ ଅଫିସର୍ ବୋଲି ଜଣାପଡିଛି।ଏହା ଆଗରୁ ରୋହିତ ବର୍ମା ବାଲିଗୁଡା ଏସ ଡି ପି ଓ ଭାବରେ ସଫଳତା ର ସହିତ କାମ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।ସେ କେସିଙ୍ଗା ରେ ଗତ ୯ ତାରିଖରେ ଯୋଗଦାନ କରିବା ପରେ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କେସିଙ୍ଗା ର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏବଂ କେସିଙ୍ଗା ର ଉନ୍ନତି ଓ ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପରେ ମିଳିମିଶି କାମକରିବାକୁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।ସମ୍ବାଦିକ ମାନେ ଖବର ସଂଗ୍ରହ କଲା ସମୟରେ ଚତୁରତା ସହ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

