ନ୍ୟୁଜଗ୍ୟାଲେରି,ଭୁବନେଶ୍ୱର:ରାଜ୍ୟ ରେ ୧୨ତମ ଓଡିଶା ଷ୍ଟେଟ ସୁଟିଂ ଚମ୍ପିଅନ ସିପ ୨୦୨୩ ଓଡିଶା ରାଇଫଲ ଏସୋସିଏସନ ତରଫ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ରାଇଫଲ ସୁଟିଂ ସିନିୟର ରେ ପ୍ରଥମ ସ୍ଥାନ ଅଧିକାର କରି ବିଜୟ ଲାଭ କରିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ଅରବିନ୍ଦ ସାହୁ ।
ସେ ୨୨ପଚାଶ ମିଟର ରାଇଫଲ ୩ପି ରେ ପ୍ରଥମ ସ୍ଥାନ ରେ ବିଜୟ ଲାଭ କରି ସ୍ଵର୍ଣ୍ଣ ପଦକ ରେ ସମ୍ମାନିତ ଥିବା ବେଳେ .୨୨ ଓପନ ସାଇଡ ରାଇଫଲ ପଚାଶ ମିଟର ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ବିଜୟ ଲାଭ କରି ରୋପ୍ୟ ପଦକ ରେ ସମ୍ମାନିତ ହୋଇଛନ୍ତି ।ଏହି ସଫଳତାକୁନେଇ କଳାହାଣ୍ଡି ଜିଲ୍ଲା ର ଖେଳାଳି ମାନେଙ୍କ ମଧ୍ୟରେ ଏବଂ ପରିବାର ବର୍ଗଙ୍କ ଓ ଜନସଧାରଣ ଙ୍କ ମନରେ ଖୁସି ର ଲହରି ଖେଳି ଯାଇଛି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

