କଳାହାଣ୍ଡି:କେସିଙ୍ଗା,(ତୁମେଶ୍ୱର ସାହୁ) କେସିଙ୍ଗା ବ୍ଲକ ରେ ନିର୍ମାଣ ହୋଇଥିବା ୫ଟି ସ୍କୁଲ ର ଶୁଭଉଦଘାଟନମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଦ୍ବାରା ଉଦ୍ଧଘାଟିତ ହୋଇଯାଇଛି।
କେସିଙ୍ଗା ବ୍ଲକ ରେ ୧୦ଟି ୫ଟି ସ୍କୁଲ ମଧ୍ୟରୁ ପାଷ୍ଟିକୁଡି ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସ୍କୁଲ ବ୍ଲକ ରେ ପ୍ରଥମ ହୋଇଥିବା କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ପ୍ରକାଶ କରିଛନ୍ତି।ଏହି ସ୍କୁଲରେ କେସିଙ୍ଗା ବ୍ଲକର ସବୁଠାରୁ ଭିନ୍ନ ପ୍ରକାର ରେ ନିର୍ମାଣ କରାଯାଇଛି।
ଏହି ସ୍କୁଲରେ ଖେଳ ପଡିଆ,ବେଡ଼ମିଣ୍ଟନ ପଡିଆ,ମୁଖ୍ୟ ଗେଟ,ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ରେ ନିର୍ମାଣ କରାଯାଇ ଥିବାରୁ କେସିଙ୍ଗା ବ୍ଲକ ର ୧୦ ଗୋଟି ୫ଟି ସ୍କୁଲ ରୁ ଅନ୍ୟତମ ହୋଇ ଥିବାରୁ ଜିଲ୍ଲା ପ୍ରଶାସନ ପାଷ୍ଟିକୁଡି ଉଚ୍ଚ ବିଦ୍ୟାଳୟ କୁ ଏକ ନମ୍ବର ଭାବେ ଘୋଷଣା କରିଛନ୍ତି।ସେହିପରି କେସିଙ୍ଗା ବ୍ଲକ ର ବାଲସି,ଶିରୋଲ, କନ୍ତେଶିର ଆଦି ସ୍କୁଲ ର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀ ଙ୍କ ଭିଡିଓ କନ୍ଫରେନ୍ସ ଦ୍ବାରା ଉଦ୍ଧଘାଟିତ ହୋଇ ଯାଇଛି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

