କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଙ୍କୁ ଜିଲ୍ଲାପାଳ କାର୍ଯ୍ୟଳୟ ଠାରେ ଜନମ ମାଟି ସୁରକ୍ଷା କମିଟି ସଦସ୍ୟ ମାନେ ସାକ୍ଷାତ କରିଦାବି ପତ୍ର ପ୍ରଦାନ କରିଛନ୍ତି। ଭବାନୀପାଟଣା ସହର ରେ ବସବାସ କରୁଥିବା ସରକାରୀ ଜମି ପଟ୍ଟା ଓ ଆବାସ ଗୃହ ପ୍ରଦାନ କରିବା କୁନେଇ ଏବଂ ଯଥା ଶୀଘ୍ର ସରକାର ଙ୍କ ଦ୍ୱାରା ତ୍ୱରାନ୍ୱିତ କରିବା ପାଇଁ ଓ ସମସ୍ତ ଦରଖାସ୍ତ କୁ ମୁଖ୍ୟମନ୍ତ୍ରୀ ପାଖକୁ ପଠେଇ ଉକ୍ତ ବସ୍ତି ବାସିନ୍ଦା ଙ୍କୁ ଉଷା ସର୍ବେ ରେ ସାମିଲ କରିବା ସହ ବିଭିନ୍ନ ସମସ୍ୟା ଗୁଡ଼ିକୁ ଗୁରୁତ୍ୱର ସହ ନେବା ପାଇଁ ଜନମ ମାଟି ସୁରକ୍ଷା କମିଟି ଜିଲ୍ଲାପାଳ ଙ୍କୁ ଯଣାଇଥିଲେ । ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ମଧ୍ୟ୍ୟ ଏହା କୁ ଗୁରୁତ୍ୱର ସହ ନେଇ ଉପରିସ୍ଥ ବିଭାଗ, ସରକାର ଙ୍କ ସହ ଆଲୋଚନା କରିବେବୋଲି ଅଶୋସେସନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଜୟ କୁମାର ସାହୁ,ତ୍ରିଲୋଚନ ପାଣିଗ୍ରାହୀ,ବଦ୍ରୀ ପଟ୍ଟନାୟକ, ସାମନ୍ତ ଖମରି, ସରୋଜ ବାଗ, ଗିରିଧାରୀ ପତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

