କଳାହାଣ୍ଡି:ଭବାନୀପାଟଣା ସ୍ଥିତ ଜିଲ୍ଲାଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ, ସଦର ବ୍ଲକ ଏକ୍ସକେଡର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସାତ ଦଫା ଦାବି ଗୁଡିକ ହେଲେ ୧-ଜାଲିଆତି କରିଥିବା G.I.S ଟଙ୍କା ତୁରନ୍ତ ଜମା କରାଯାଉ।୨-୬ମାସର N.P. S Matching Share ଟଙ୍କା ଗୁଡିକ ଜମା କରାଯାଉ।୩-ମୃତ୍ୟୁ ବରଣ କରିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ Death gratuity ଟଙ୍କା ତୁରନ୍ତ ପ୍ରଦାନ କରାଯାଉ।୪-left out ଗଣ ଶିକ୍ଷକ ମାନଙ୍କୁ ନିୟମିତ କରାଯାଉ।୫-ଅନିୟମିତ ଭାବରେ୯ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଇଥିବା ଦରମା ସଂଶୋଧନ କରାଯାଉ।
୬-ଗଣ ଶିକ୍ଷକମାନଙ୍କ E.P. F ଟଙ୍କା ଆତ୍ମସାତ କରିଥିବା ତୁରନ୍ତ ପ୍ରଦାନ କରାଯାଉ।୭-ପ୍ରତି ମାସରେ ଠିକ ସମୟରେ ଦରମା ପ୍ରଦାନ କରାଯାଉ।କୁନେଇ, ଜିଲ୍ଲାଶିକ୍ଷା କାର୍ଯ୍ୟଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣାରେ ବସିଛନ୍ତି।,ଏହି ଗଣଧାରଣା ଯେତେଦିନ ପଯନ୍ତ ଦାବି ପୁରାଣ ନହେବ, ସେତେଦିନ ପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି ଗଣମାଧ୍ୟମ କୁ ପ୍ରକାଶକରଛନ୍ତି।
Excadre ସଭାପତି ଅଜିତ କୁମାର ଦାସ, ସମ୍ପାଦକ ଶଙ୍କର ବିଶି, କାର୍ଯ୍ୟକାରୀ ସଭାପତି କୁଞ୍ଜବିହାରୀ ମିଶ୍ର, ଉପଦେଷ୍ଟା ମଣ୍ଡଳୀ ତ୍ରିଲୋଚନ ସାହୁ, ସୁବ୍ରତ ଦଣ୍ଡସେନା, ପଦ୍ମନ ମହାରଣା, ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ପ୍ରଦ୍ୟୁମ୍ନ ହୋତା, ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ର ଉପସଭାପତି ଦୀପକ କୁମାର ଦାସ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଜିଲ୍ଲା ଉପସଭାପତି ବୀରେନ୍ଦ୍ର ବାଗ ଏବଂ ଥୁଆମୂଳରାମପୁର ଶିକ୍ଷକ ସଂଘର ସଭାପତି ଅଜିତ କୁମାର ନାୟକ ଉପସ୍ଥିତରହିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା