କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବିକାଶ ଅବାଶିକ ବିଦ୍ୟାଳୟର ଶତ ପ୍ରତିଶତ ବିଦ୍ୟାର୍ଥୀ କୃତ କାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ଅଭିଷେକ ଅଗ୍ରୱାଲ ସର୍ବାଧିକ ୯୭ % ରଖି ପ୍ରଥମ ସ୍ଥାନ, ଜଗଦାନନ୍ଦ ଦୂର୍ଗା ୯୫ % ଦ୍ଵିତୀୟ ସ୍ଥାନ ଓ ଆଇଶ। ସିଙ୍ଘଲ ୯୪.୪ % ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୋଟ୍ ୧୫୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୦% ରୁ ଉର୍ଦ୍ଧ ୯ ଜଣ, ୮୫-୮୯.୯% ୧୮ଜଣ, ୮୦-୮୪.୯% ୨୪ ଜଣ,୧୧୭ ଜଣ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ମାନ ବୃଦ୍ଧି କରିଛନ୍ତି ।
ବିଦ୍ୟାର୍ଥୀଙ୍କ ସଫଳତା ପଛରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆପ୍ରାଣ ଉଦ୍ୟମ, ଅଧ୍ୟକ୍ଷ, ପରିଚାଳନା ମଣ୍ଡଳୀଙ୍କ ପଥ ପ୍ରଦର୍ଶନ ଦ୍ଵାରା ଏସବୁ ସମ୍ଭବ ହୋଇପାରିଛି । ବିକାଶ ଶିକ୍ଷା ରାଜ୍ୟରେ ଉତ୍କୃଷ୍ଟ ସେବା ଯୋଗାଇ ସମଗ୍ର ଓଡିଶାରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହି ସଫଳତାରେ ସମସ୍ତ ବିଦ୍ୟାର୍ଥୀ,ଅବିଭାବକ ତଥା ଜିଲ୍ଲା ବାସି ବେଶ୍ ଉତ୍ସାହିତ ହୋଇଛନ୍ତି । ନିର୍ଦେଶକ ଡି. ଶ୍ୟାମ ଏବଂ ଡି. ରାମ କୁମାର,ଏକାଡେମିକ ଇଞ୍ଚାର୍ଜ ଡି. ବିଜୟା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ