ନ୍ୟୁଜଗ୍ୟାଲେରି : ଭବାନୀପାଟଣା ବ୍ଲକ ସମ୍ମିଳନୀ ଗୃହରେ ଦୁଇ ଦିନ ଧରି ଲୋକ କଳାକାର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଦ୍ୱିତୀୟ ଦିନ ରେ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ସାଂସ୍କୃତିକ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଆନୁକୂଲ୍ୟରେ ବ୍ଲକ କଳାକାର ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରକୁ ପ୍ରଥମ ଦିନରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୁୱାନ, ସମ୍ମାନିତ ଅତିଥି ସୂଚନା ଓ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଏସ ଡି ପି ଓ, ଭବାନୀପାଟଣା ଶ୍ରୀ ସୁନା ରାମ ହେମ୍ବ୍ରମ , ସି ଡି ଓ,ଜିଲ୍ଲାପରିଷଦ ଶ୍ରୀ ସଚିନ ପାୱାର ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଅକ୍ଟୋବର ଦୁଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ । ତାଙ୍କ ଜୀବନୀ ଆଦର୍ଶ କୁ ମନେ ପକାଉଛି ସାରାଦେଶ ୧୮୬୯ ମସିହାରେ ଗୁଜରାତ ର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ । ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ଜନ୍ମଦିନକୁ କେନ୍ଦ୍ର ସରକାର ଙ୍କ ୯ ବର୍ଷପୂର୍ତ୍ତି କୁନେଇ ସ୍ଵଛ ଭାରତ ରୂପରେ ପାଳନ କରୁଛନ୍ତି । ଏହା ସରା ଦେଶରେ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ମହିଳା ଏବଂ ଶିଶୁ ବିକାଶ ସଂଗଠନ ତରଫରୁ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟଳୟ ଠାରେ ରୀତିନୀତି ସହିତ ଆନୁଷ୍ଠାନିକ ଭାବେରେ ବିଜୁ ଜନତା ଦଳ ରେ ସାମୀଲ ହେଲେ କଳିଙ୍ଗ ପାଇକ ସେନା ରାଜ୍ୟ ସଭାପତି ଭୈରବ ପ୍ରସାଦ ନାୟକ, ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ଗଗନ କେଶ୍ୱରୀ ନାଏକ,ଜିଲ୍ଲା ସମ୍ପାଦକ ଭବନାନନ୍ଦ ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ତଥାଗତ ସିଂହ ରାଜପୁତ,ଙ୍କ ସହିତ ସମାଜ ସେବୀ ଦୀପକ ଗଡତିଆ,ଦିବାକର ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଓ ଆଦର୍ଶ ରେ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା:କଳିଙ୍ଗ ପାଇକସେନାର ରାଜ୍ୟ ସଭାପତି ତଥା କଳାହାଣ୍ଡି କ୍ଷତ୍ରୀୟ ପାଇକସମାଜ ପୂର୍ବ ମଣ୍ଡଳ ଭବାନୀପାଟଣାର ଉପକୁଳପତି ଭୈରବ ପ୍ରସାଦ ନାୟକ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନଠାରେ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସହିତ କଳାହାଣ୍ଡି ଜିଲ୍ଲା ଦାଦପୁର ଉପମଣ୍ଡଳର ମଣ୍ଡଳ ସଦସ୍ୟ ସହଦେବ ଧଙ୍ଗଡାମାଝୀ ବିଜେଡିରେ ଯୋଗ ଦେଇଥିଲେ। ଦୁହେଁ ପୂର୍ବରୁ ବିଜେପି ଦଳରେ ଥିବାବେଳେ ରାଜ୍ୟର ନବୀନ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ଭବାନୀପାଟଣା ସ୍ଥିତ ହୋଟେଲ ରୟାଲ ଗାର୍ଡେନ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି. ସର୍ବ ସଂମତି କ୍ରମେ ସଭାପତି ଭାବେ ବିଜୟ ସାହୁ, ସାଧାରଣ ସମ୍ପାଦକ ଭାବେ ନିରୋଜ କୁମାର ସାହୁ, ଉପ ସଭାପତି ଭାବେ ଶେଖ ଅରସଦ, ଦିନେଶ କୁମାର ସାହୁ, ସହ ସମ୍ପାଦକ ଭାବେ ସଚିତାନନ୍ଦ ସାହୁ, ପ୍ରମୋଦ ଜୈନ, ସଂଗଠନ ସମ୍ପାଦକ ଭାବେ ଭଗବାନ ଦାସ ବଜାଜ, ନରେଶ କାକୃଜା, […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଜୟପାଟଣା ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ ଡି ପି ଓ, ଧର୍ମଗଡ଼ ଧିରଜ୍ କୁମାର ଚୋପ୍ ଦାର,ବ୍ଲକ୍ ଅଧ୍ୟକ୍ଷ ଥବିର ବାଗଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୭୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କାରାଗାର ସମ୍ମୁଖରେ ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ ର ଜିଲ୍ଲା କାରାଗାର କମିଟି ପକ୍ଷରୁ କଳା ବ୍ୟାଚ ଧାରଣ କରିବାସହିତ ସମନ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନକରି ଶାନ୍ତି ସୁଙ୍ଖଳା ସହିତ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚ ଦଫା ଦାବି ପୁରଣ ନହେବା ପର୍ଯ୍ୟନ୍ତ କାରାଗାର କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିରହିବୁ ବୋଲି ଜିଲ୍ଲା ସଭାପତି ଦୁର୍ଯ୍ୟଧନ ଅଗ୍ରୀଆ କହିଛନ୍ତି। ଏଥିରେ ଜିଲ୍ଲା କାରାଗାର କର୍ମଚାରୀ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ପ୍ରଧାନମନ୍ତ୍ରୀ ମୋଦି ଜୀ ଙ୍କ ଜନ୍ମଦିନ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚା ତରଫରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ସ୍ୱଚ୍ଛ ଭାରତ ଅଭିଯାନ ଶ୍ରୀଯୁକ୍ତ ଲୋକନାଥ ଦୁର୍ଗା ଉପସ୍ଥିତ ରହି ଯୁବକ ମାନଙ୍କୁ ଉତ୍ସାହିତ କରି ଥିଲେ, ଯୁବନେତା ମାନସ ଜେନା, ରାକେଶ ଶର୍ମା, ହରପ୍ରିତ ସିଂ, ପୃଥ୍ୱୀରାଜ ସିଂ, ଅମିତ ଦୁର୍ଗା […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଧ୍ୟାନ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ପାଚିକା ସହାୟିକା ମାନେ ଆଠ ଦଫା ଦାବି ପତ୍ର କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଠାରେ ପ୍ରଦାନ କରିଥିଲେ। ଏହି ଆଠ ଦଫା ମାନଙ୍କ ମଧ୍ୟରୁ ମଧ୍ୟାନ୍ନ ଭୋଜନ କର୍ମୀ ମାନଙ୍କୁ ଶିକ୍ଷା ବିଭାଗ ର କର୍ମୀ ଭାବେ ଘୋଷଣା କରାଯାଉ,ମଧ୍ୟାନ୍ନ ଭୋଜନ କର୍ମୀ ମାନଙ୍କୁ ବର୍ଷକୁ୧୦ମାସ ପରିବର୍ତ୍ତେ ୧୨ମାସର ଦରମା ଦିଆଯାଉ,ମଧ୍ୟାନ୍ନ ଭୋଜନ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଯୋଜନା ଓ ସମନ୍ବୟ କାର୍ଯ୍ୟଳୟ ସଭାଗୃହରେ ଭାରତ ସରକାରଙ୍କ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଏବଂ ଏଥିପାଇଁ ଜନ ସଚେତନତା ଉପଲକ୍ଷେ “ଆୟୁଷ୍ମାନ ଭଵଃ” ର ଶୁଭ ଉନ୍ମୋଚନ ହୋଇଯାଇଛି । ଏହି ଉପଲକ୍ଷେ ଜାତୀୟ ସ୍ତରରେ ଭର୍ଚୁଆଲ ମୋଡରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ଶୁଭ ଉନ୍ମୋଚନ କରିଛନ୍ତି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଦେଶକୁ ଏହାର କାର୍ଯ୍ୟ ଦକ୍ଷତା ଓ ଲକ୍ଷ୍ୟ ଉପରେ କହିଥିଲେ । ଏହି […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା : ଧର୍ମଗଡ ଜିଲ୍ଲା ଗଠନ ଦାବୀକୁନେଇ ଗଣଧାରଣା କୁ ଧର୍ମଗଡ, କୋକସରା ଓ ଜୟ ପାଟଣା ଅଞ୍ଚଳର ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଧର୍ମଗଡ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରି ଶତାଧିକ ସଦସ୍ୟା ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଗଣଧାରଣା ବସିଛନ୍ତି। ଧର୍ମଗଡ କୁ ଜିଲ୍ଲା ଦାବୀ କରି “ଧର୍ମଗଡ କୁ ଜିଲ୍ଲା ନାହିଁ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବିଭାଗ ପକ୍ଷରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଶିଶୁ ଛାଡିଯାଇଥିବା ଟୀକା ସବୁ ଦିଅନ୍ତୁ ଆପଣଙ୍କ ପାଞ୍ଚ ବର୍ଷରୁ କମ ଶିଶୁମାନଙ୍କୁ ରୋଗଦାଉରୁ ରକ୍ଷାକରନ୍ତୁ ବୋଲି ଏକ ପୋଷ୍ଟର ଉଦ୍ଧଘାଟିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସି ଡି ଏମ ଓ ଡ଼ଃ ନିହାରେନ୍ଦ୍ର ପଣ୍ଡା, ଏ ଡି ପି ଏଚ ଓ […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଗୋଲାମୁଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୧୧୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା : ନିଖିଳ ଉତ୍କଳ ସି.ଟି ପ୍ରାଥମିକ ଶିକ୍ଷକ ଫେଡେରେସନ୍ କଳାହାଣ୍ଡି ଶାଖା ର କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ,କଳାହାଣ୍ଡି ଶାଖା ପକ୍ଷରୁ ଭବାନୀପାଟଣା ଅମଲା ଭବନ ଠାରେ ଜିଲ୍ଲାସ୍ତରୀୟ ୨୬ତମ ପବିତ୍ର ଗୁରୁଦିବସ ରେ କଳାହାଣ୍ଡି ଶିକ୍ଷକ ସମ୍ମାନ ୨୦୨୩ ପ୍ରାପ୍ତ ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଟ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତି ଙ୍କୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ ସାହୁ,ସହକର୍ମୀ ସଂଯୁକ୍ତା ଦାଶ, ପ୍ରତିଭା ଦାଶ , […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ପକ୍ଷରୁ ନର୍ଲା ଷ୍ଟେସନ ରୋଡ଼ ପାଖ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଲୋକସଭା ସଭାପତି କୃତିବାସ ମୁଣ୍ଡ, ଜିଲ୍ଲା ଆବାହକ ସତ୍ୟ ମାହାର, ଜିଲ୍ଲା ସାଧାରଣ ସମ୍ପାଦକ ତୀର୍ଥ ବୁଦ୍ଧିଆ, ସାଧାରଣ ସମ୍ପାଦକ ଲତା ସାହୁ, ଧରଣୀ ସାହୁ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଡୋଲେ ସ୍ୱର ସା, ବିଶ୍ବମ୍ବର ମାଝୀ, ନର୍ଲା ବ୍ଲକ ସଭାପତି […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପୁରାତନ ସହର ହେଉଛି ଜୁନାଗଡ଼ ନାଗଵଂଶ ରାଜାଙ୍କ ସମୟରେ ଜୁନାଗଡ଼ କଳାହାଣ୍ଡି ଜିଲ୍ଲାର ରାଜଧାନୀ ଥିଲା । ରାଜ୍ୟ ସରକାର ପୂର୍ବ ଗୌରବକୁ ଫେରାଇ ଦେବା ପାଇଁ ଆଜି ଜୁନାଗଡ଼ ବାସୀ ଆଣ୍ଟା ଭିଡ଼ିଛନ୍ତି । ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ରେ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ରେ ବସିଛନ୍ତି । ସମସ୍ତ ସ୍ୱାଭିମାନ ଜୁନାଗଡ଼ ଜନସାଧାରଣ ଏକଜୁଟ ହୋଇ ଲଙ୍କେଶ୍ୱରୀ ମନ୍ଦିରରୁ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ୨୧ଦିନ ଧରି କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ,ଓଡିଶା ପକ୍ଷରୁ ଦୁଇ ଦଫାଦାବି ନେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଚାଲିଥିବା ଧାରଣା ୮ତାରିଖ ରେ ଶେଷ ହୋଇଛି । ଦାବି ମଧ୍ୟରେ ପଞ୍ଚାୟତ ନିର୍ବାହି ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ରୁ+୩ କରିବା ସହିତ ଦରମା ହାର ଲେବୁଲ ୫ରୁ ଲେବୁଲ୯କୁ ଧାର୍ଯ୍ୟ କରାଯାଉ ଏବଂ ନୂତନ ପଦବୀ ସୃଷ୍ଟିକରି […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ର ଜନସଧାରଣ ଯୁବ ପିଢ଼ି ଏବଂ ମହିଳା ମାନଙ୍କୁ ଏକତ୍ରିତ କରି ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଯୋଜନା ଓ ଜନାହିତକର କାର୍ଯ୍ୟ ଗୁଡିକୁ ଅବଗତ କରାଉଛନ୍ତି ଜିଲ୍ଲା ଯୁବ ସମ୍ପାଦକ ତଥା ଯୁଗସାଇପାଟଣା ସମିତି ସଭ୍ୟ ଶ୍ରୀଯୁକ୍ତ ସେନାପତି ନାଏକ ସେ ପଳନା ପଞ୍ଚାୟତ ରେ ଯୁବ ଓ ମହିଳା ମାନଙ୍କୁ ନେଇ ଏକ ସମିଳନୀ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟକାରିଣୀ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଆଗାମୀ ଟାଉନ ହଲ ରେ ହେବାକୁ ଥିବା ବିଜୁ ମହିଳା ଜନତା ଦଳର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ହେବାକୁ ଥିବା ରୁ ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ବିଜୁ ମହିଳା ଜନତା ଦଳ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଏବଂ ନର୍ଲା ବିଧାୟକ ଭୂପିନ୍ଦ୍ରର ସିଂହ ଗୁରୁ ଦିବସ ପରିପେକ୍ଷି ରେ ନର୍ଲା ତହସିଲ ଅଫିସ ନିକଟ ରେ ଏକ ନୂତନ ପ୍ରାଥମିକ ଶିକ୍ଷକ ଭବନ ଉଦଘାଟନଓ ଜିଲ୍ଲା ସ୍ତରୀୟ ଗୁରୁ ଦିବସ କାର୍ଯ୍ୟକ୍ରମ ଥିଲା। ଉଭୟ ଶ୍ରୀ ମିଶ୍ର ଓ ଶ୍ରୀ ସିଂହ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଉଥିବା ସମୟ ରେ ଯୁବ କଂଗ୍ରେସ କର୍ମକର୍ତ୍ତା ବିଧାୟକ ବସି ଥିବା ଗାଢ଼ିକୁ ଅଟକାଇବା ସହିତ […]
ନ୍ୟୁଜଗ୍ୟାଲେରି,ନର୍ଲା:କଳାହାଣ୍ଡି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ “ଜୁଡେଗା ବିଦ୍ୟାର୍ଥୀ ଜିତେଗା ଇଣ୍ଡିଆ” ନାରା ଦେଇ ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜର ଅଧ୍ୟକ୍ଷଙ୍କୁ ଦାବିପତ୍ର ଦିଆଯାଇଥିଲା । ଦାବି ଗୁଡିକ ହେଲା ଛାତ୍ର ସଂସଦ ନିର୍ବାଚନ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ଏବଂ ଅନ୍ୟାନ୍ୟ ଛାତ୍ର ସ୍ବାର୍ଥ ସମ୍ପର୍କିତ ସମସ୍ୟା ର ସମାଧାନ, ମହାବିଦ୍ୟାଳୟ ଓ […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ଅମଲା ଭବନ ଠାରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୬ତମ ‘ପବିତ୍ର ଗୁରୁଦିବସ’ ପାଳିତ ହୋଇଯାଇଛି। ନିଖିଲ ଉତ୍କଳ ସି.ଟି ପ୍ରାଥମିକ ଶିକ୍ଷକ ଫେଡ଼େରେସନ୍ ର ରାଜ୍ୟ ସଭାପତି ତଥା ବିଶିଷ୍ଟ ଶିକ୍ଷକ ନେତା ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସହକାରୀ ଜିଲ୍ଲାପାଳ କିରଣ କୁମାର ମହାନ୍ତି, ମୁଖ୍ୟବକ୍ତା କଳାହାଣ୍ଡି ଯାନ୍ତ୍ରିକ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ବିଜୁ ଜନତାଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ, ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର ଙ୍କୁ ସ୍ଥାନୀୟ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ, ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରା,ପୂର୍ବତନ ବିଧାୟକ ଅନାମ ନାଏକ ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଜିଲ୍ଲା ବିଜେଡି ସଭାନେତ୍ରୀ ଲଳିତା ନାଏକ, ବରିଷ୍ଠ ନେତା ଜିତେନ୍ଦ୍ର ମହାନ୍ତି, ଧବଳେଶ୍ୱର […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା ତା: ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାରମାନଙ୍କୁ ନିଜସ୍ଵ କଳାର ପ୍ରଦର୍ଶନ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ଜିଲ୍ଲାର ବ୍ଲକ କଳା ସଂସ୍କୃତି ସଂଘମାନଙ୍କୁ ଦୁଇଦିନ ଧରି ତାଲିମ ପ୍ରଦାନ କରାଯିବ । ସ୍ଥାନୀୟ ସମ୍ପ୍ରସାରଣ ପ୍ରଶିକ୍ଷଣ ତାଲିମକେନ୍ଦ୍ରରେ ଆୟୋଜିତ ତାଲିମ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ପୌରପାଳିକା ପକ୍ଷରୁ ସର୍ବ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ପୋୖରା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଅତିଥି ମାନଙ୍କୁ ସ୍ୱଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମୁଖ୍ୟ ଅତିଥି ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ,କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀ, ସମ୍ମାନିତ ଅତିଥି ନର୍ଲା ବିଧାୟକ ଭୂପେନ୍ଦ୍ର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ଟାଉନ ହଲ ଠାରେ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ର ପ୍ରତିଷ୍ଠା ଦିବସ ପାଳିତ ହୋଇଛି।ଏହି କାର୍ଯ୍ୟକ୍ରମ କୁ ସଭାପତି ଧନଞ୍ଜୟ ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାର ୧୩ଟି ବ୍ଳକ ଓ ୩ଟି ଏନ୍ ଏସି ଗୋଟିଏ ମ୍ୟୁନିସିପାଲିଟି ର ଫେଡରେସନ ର କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।ପ୍ରଥମେ ଭବାନୀପାଟଣା କଲେଜ୍ ଛକ ଠାରୁ ଏକ ବାଇକ ରେଲି କରି ସହର ପରିକ୍ରମା କରି ଟାଉନ ହଲ ରେ ସଭା […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ଜିଲ୍ଲା ସଡ଼କ ସୁରକ୍ଷା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ।ବ୍ଲାକ ସ୍ପଟ୍, ଗାଇ ଗୋରୁ, ବ୍ୟବସାୟୀ ଓ ବ୍ୟକ୍ତିଗତ ଯାନ ଦ୍ୱାରା ରାସ୍ତା ଅବରୋଧ, ଏନ୍ ଏଚ୍ ଓ ପି ଡବ୍ଲୁ ଡି ରାସ୍ତାରେ ଥିବା ଖାଲଖମା ମରାମତି, ଚଡ଼ାଉ, ଅବକାରୀ, […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମଠଣା ପଞ୍ଚାୟତର ଡୁମାଲ ଗାଁ ଠାରେ ସ୍ଥାନୀୟ ଜନସଧାରଣଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯୋଗଦେଇ ‘ଆମ ଓଡ଼ିଶା, ନବୀନ ଓଡ଼ିଶା ‘ ଓ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ବିଜେଡ଼ି ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜଭୂତ କରିବା ପାଇଁ ଆହ୍ବାନ ଦେବାସହ ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ମହାରାଜାଙ୍କ ରାଜବାଟୀରେ ୪ଜଣ ଡକାୟତ ପାଚେରି ଡେଇଁ ଡକାୟତି କରିବା ପାଇଁ ଗତକାଲି ବିଳମ୍ବିତ ରାତିରେ ପଶିଥିଲେ। ଏହି ସମୟରେ ପାଚେରି ଆରପଟେ ଥିବା ମନ୍ଦାର ବଗିଚାପଡ଼ାର କିଛି ଯୁବକ ଡକାୟତି ଗ୍ୟାଙ୍ଗ ପଶିଥିବା ଦେଖି ରାଜବାଟୀ କର୍ମଚାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ। ଖବର ପାଇ କର୍ମଚାରୀମାନେ ପାଚେରି ପାର୍ଶ୍ୱରେ ଖାନତଲାସୀ କରିଥିଲେ। କୌଶଳ କ୍ରମେ ୩ ଜଣ ସେଠାରୁ ଫେରାର ହୋଇଯାଇଥିଲେ। କିନ୍ତୁ ଡକାୟତି ଗ୍ୟାଙ୍ଗର ଜଣେ ବୁଦା ମଧ୍ୟରେ ଲୁଚି ଯାଇଥିଲା। […]
