ନ୍ୟୁଜଗ୍ୟାଲେରି, ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ର ଜନସଧାରଣ ଯୁବ ପିଢ଼ି ଏବଂ ମହିଳା ମାନଙ୍କୁ ଏକତ୍ରିତ କରି ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଯୋଜନା ଓ ଜନାହିତକର କାର୍ଯ୍ୟ ଗୁଡିକୁ ଅବଗତ କରାଉଛନ୍ତି ଜିଲ୍ଲା ଯୁବ ସମ୍ପାଦକ ତଥା ଯୁଗସାଇପାଟଣା ସମିତି ସଭ୍ୟ ଶ୍ରୀଯୁକ୍ତ ସେନାପତି ନାଏକ ସେ ପଳନା ପଞ୍ଚାୟତ ରେ ଯୁବ ଓ ମହିଳା ମାନଙ୍କୁ ନେଇ ଏକ ସମିଳନୀ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜୀବଲୋଚନ ଶତପଥୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ ଜନହିତକର କାର୍ଯ୍ୟର ବାର୍ତ୍ତା ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଯୁବ ସଭାପତି ସୁଶୀଲ କୁମାର ସାହୁ,ପଞ୍ଚାୟତ ଯୁବ ସଭାପତି ପ୍ରସନ୍ନ ରଣା, ନାଏବ ସରପଞ୍ଚ ସୁଧୀର ଛୁରା, ଅରଚୁ ରଣା, ମନ ଗହୀର, ପ୍ରଭାକର ହେରନା, କୈଳାଶ ନାଏକ, କରୁଣାକର ଯାନୀ, ରଥ ଯାନୀ, ଶୁକୃ ଗହୀର ଏବଂ ଅଞ୍ଚଳର ଏସ ଏଚ ଜି ମହିଳା ଏବଂ ଜନସଧାରଣ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

