ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବିଭାଗ ପକ୍ଷରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଶିଶୁ ଛାଡିଯାଇଥିବା ଟୀକା ସବୁ ଦିଅନ୍ତୁ ଆପଣଙ୍କ ପାଞ୍ଚ ବର୍ଷରୁ କମ ଶିଶୁମାନଙ୍କୁ ରୋଗଦାଉରୁ ରକ୍ଷାକରନ୍ତୁ ବୋଲି ଏକ ପୋଷ୍ଟର ଉଦ୍ଧଘାଟିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସି ଡି ଏମ ଓ ଡ଼ଃ ନିହାରେନ୍ଦ୍ର ପଣ୍ଡା, ଏ ଡି ପି ଏଚ ଓ ଡ଼ଃ ଦେବୀପ୍ରସାଦ ମହାପାତ୍ର, ଡି ପି ଏମ ଅବନି ମହାପାତ୍ର, ଡି ଆଇ ପି ଆର ଓ ମନୋଜ ବେହେରା, ସୁବାଷ ଚନ୍ଦ୍ର ମିଶ୍ର, ଭବାନି ଶଙ୍କର ସାହୁ,ଅଭିନାଶ ସାହୁ,ଏବଂ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

