ନ୍ୟୁଜଗ୍ୟାଲେରି, ଭବାନୀପାଟଣା : ନିଖିଳ ଉତ୍କଳ ସି.ଟି ପ୍ରାଥମିକ ଶିକ୍ଷକ ଫେଡେରେସନ୍ କଳାହାଣ୍ଡି ଶାଖା ର କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ,କଳାହାଣ୍ଡି ଶାଖା ପକ୍ଷରୁ ଭବାନୀପାଟଣା ଅମଲା ଭବନ ଠାରେ ଜିଲ୍ଲାସ୍ତରୀୟ ୨୬ତମ ପବିତ୍ର ଗୁରୁଦିବସ ରେ କଳାହାଣ୍ଡି ଶିକ୍ଷକ ସମ୍ମାନ
୨୦୨୩ ପ୍ରାପ୍ତ ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଟ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତି ଙ୍କୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ ସାହୁ,ସହକର୍ମୀ ସଂଯୁକ୍ତା ଦାଶ, ପ୍ରତିଭା ଦାଶ , ନିଶା ମଣୀ ଦେଇ, କଲ୍ୟାଣୀ ଦାଶ ଙ୍କ ସହ ସମସ୍ତ ଛାତ୍ର – ଛାତ୍ରୀ ,ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ଯକ୍ଷା ମଞ୍ଜୁରୀ ନାଗ, ଉପାଧ୍ୟକ୍ଷ ଆଶିଷ ପଣ୍ଡା ଏବଂ ସମସ୍ତ ସଦସ୍ୟ ସଦସ୍ୟା ଙ୍କ ତରଫ ରୁ ମେଦିନୀ ପୁର ବିଦ୍ୟାଳୟ ରେ ସମ୍ବର୍ଦ୍ଧନା ଜଣାଇଥିଲେ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

