ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟଳୟ ଠାରେ ରୀତିନୀତି ସହିତ ଆନୁଷ୍ଠାନିକ ଭାବେରେ ବିଜୁ ଜନତା ଦଳ ରେ ସାମୀଲ ହେଲେ କଳିଙ୍ଗ ପାଇକ ସେନା ରାଜ୍ୟ ସଭାପତି ଭୈରବ ପ୍ରସାଦ ନାୟକ, ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ଗଗନ କେଶ୍ୱରୀ ନାଏକ,ଜିଲ୍ଲା ସମ୍ପାଦକ ଭବନାନନ୍ଦ ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ତଥାଗତ ସିଂହ ରାଜପୁତ,ଙ୍କ ସହିତ ସମାଜ ସେବୀ ଦୀପକ ଗଡତିଆ,ଦିବାକର ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ କାର୍ଯ୍ୟକ୍ରମ ରେ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ,ପୌରପାଳିକା ଉପାଧକ୍ଷ ବିଷ୍ଣୁ ପ୍ରଧାନ,ସଂଖ୍ୟା ଲଘୁ ସେଲ ର ସଭାପତି ଅବ୍ଦୁଲ କାଦିର ,ଟାଉନ ସଭାପତି ଧୁବଲେଶ୍ୱର ମହାପାତ୍ର,ଉପସଭାପତି ଅସେଶ୍ୱର ବାଗ,ଉପସଭାପତି ସାମନ୍ତ ଖମାରି, ଟାଉନ ଉପସଭାପତି ସେନାପତି ନାଏକ, ଯୁବ ଟାଉନ ସଭାପତି ପୀତବାସ ବେହେରା,ଏବଂ ପୌରପାଳିକା ର ସମସ୍ତ କାଉନସିଲର ଉପସ୍ଥିତ ରହି ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

