ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଏକ ଦିବସୀୟ ଜାତୀୟ “ବିକଶିତ ଭାରତ-୨୦୪୭: ଅନ୍ତର୍ଭୁକ୍ତ ଓ ନିରନ୍ତର ବିକାଶ ପଥରେ ଓଡ଼ିଶା” ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଅଧ୍ଯକ୍ଷତା କରି ବିକଶିତ ଭାରତର ଭବିଷ୍ୟତ ସଂପର୍କରେ ନିଜର ଅଭିମତ ପ୍ରକାଶ କରିଥିଲେ । ଅର୍ଥନୀତି ବିଭାଗର ମୁଖ୍ଯ ଡକ୍ଟର ଚିତ୍ରସେନ ଭୁଏ ଆଲୋଚନାଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ଯ […]
ନ୍ୟୁଜ ଗ୍ୟାଲେରି, ମୋହନଗିରି:କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସିଂହପୁର ପଞ୍ଚାୟତ ସିର୍କି ହେଜୁ ଗ୍ରାମର ଅଜିତ୍ ସୀକା ଗତ ବୁଧବାର ୧୨ ତାରିଖ ଦିନ ମ.ରାମପୁର ବସଷ୍ଟାଣ୍ଡ ନିକଟରେ ୬୮ କେଜି ଗଞ୍ଜେଇ ସହିତ ଗିରଫ ହୋଇଛି।ସୂଚନା ଅନୁଯାୟୀ କାମରେଙ୍ଗ, ମୋହନଗିରି ପଟୁ ମ.ରାମପୁର ଆଡ଼କୁ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ମହେନ୍ଦ୍ରା ଲୋଗନ୍ କାର ଗାଡ଼ି ନ OR 19 L 5588 କୁ ଜବତ […]
ନ୍ୟୁଜଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ):ଧର୍ମଗଡ ବ୍ଲକ ବଡଘୁମେର ଠାରେ ବହୁ ପ୍ରତିକ୍ଷିତ ନୂତନ ଗ୍ରାମପଞ୍ଚାୟତ ଗୄହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଧର୍ମଗଡ ବିଧାୟକ ସୁଧିର ରଂଜନ ପଟ୍ଟଯୋଷୀ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ,ଧର୍ମଗଡ ବିଡିଓ ସଦାସିବ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଯୋନ ନଂ-୨ ଶଙ୍କର ପ୍ରସାଦ ଯୁଏଡ, ସମିତି ସଭ୍ୟା କ୍ୟୈଶଲ୍ୟା ନାଏକ ଡେପୁଟି କଲେକ୍ଟର ନୂଆପଡା ଗରିବ ଦୀପ ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା ,ରାଜ୍ୟ ପରିଷଦ ସଭ୍ୟ ତଥା ବରିଷ୍ଠ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଚହ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଉଛି। ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ ଚହ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ,ମୁଖ୍ୟ ବକ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ , ସମ୍ମାନିତ ଅତିଥି ଗାଳ୍ପିକ ତଥା କବି ରାଧେଶ୍ୟାମ ଦାସ, ପୋଡମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଲକ୍ଷପତି ଦିଦି କାର୍ଯ୍ୟକ୍ରମ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମହିଳା ଉଦ୍ୟୋଗ ବିକାଶ ବାର୍ତ୍ତା ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ଓଡିଶା ଜୀବିକା ମିଶନ ର ଜିଲ୍ଲର ପ୍ରକଳ୍ପ ପରିଚାଳକ ଚନ୍ଦନ କୁମାର ବେହେରା ସମସ୍ତ ଙ୍କୁ ସ୍ୱାଗତ କରିବା ସହିତ ଲକ୍ଷପତି […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତିବାଦରେ ରାଜ୍ୟ ର ପ୍ରତେକ ଜିଲ୍ଲା ରେ କଂଗ୍ରେସ ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରି ବିଜେପି ସରକାର ରାଜ୍ୟରେ ଦାୟିତ୍ୱ ନେବା ପରେ ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ଅଛନ୍ତି। ବହୁ ସଂଖ୍ୟାରେ ମହିଳା ଧର୍ଷଣ, ହତ୍ୟା ଆଦି ବୃଦ୍ଧି ପାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।ପ୍ରଥମେ ଭବାନୀପାଟଣା ବୁସଷ୍ଟାଣ୍ଡ ରୁ ଏକ ରେଲି […]
ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ ସ୍ଥିତ ସର୍ବ ପୂରାତନ ଶ୍ରୀ ବ୍ରଜମୋହନ ପଞ୍ଚଦେବ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ଶ୍ରୀ ସୂର୍ଯ୍ୟଦେବଙ୍କ ଓ ମାତା ଦୁର୍ଗା ଙ୍କର ମନ୍ଦିର ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଯାଇଛି। ଗତ ସୋମବାର ମାର୍ଚ୍ଚ ୬ ତାରିଖ ଠାରୁ ୧୦ ତାରିଖ ଯାଏଁ ଆୟୋଜିତ ଉକ୍ତ ଧାର୍ମିକ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା ଓ ଭକ୍ତ ମାନଙ୍କ ପାଇଁ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଗୃହ ମନ୍ତ୍ରଣାଳୟ ଏବଂ ପୋଲିସ ମହାନିରୀକ୍ଷକ, ସି ଆର ପି ଏଫ ଓଡ଼ିଶା ସେକ୍ଟରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ,୬୪ ବିଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଏକ ୧୫ ଦିନିଆ ମୌଳିକ କମ୍ପ୍ୟୁଟର ପାଠ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି କରିବା ଏବଂ ସ୍ଥାନୀୟ ଯୁବକମାନଙ୍କ ଦକ୍ଷତା ଏବଂ ଦକ୍ଷତା ବୃଦ୍ଧି କରିବା। ମେସର୍ସ ଓଡ଼ିଶା କମ୍ପ୍ୟୁଟର ଶିକ୍ଷା ମିଶନ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା ରାମ ସାଗର ପଡା ଓ ଇରିଗେସନ କଲୋନୀ ଛକ ତ୍ରିନାଥ ମନ୍ଦିର ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ,ହନୁମାନ ଓ ଗଣେଶ ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ପ୍ରଥମ ଥର ମନ୍ଦିର ପରିଚାଳନା କମିଟିର ସଭାପତି ଧୁବଲେଶ୍ଵର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ରବିବାର ସକାଳ ୭.୩୫ ରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ଶନିବାର ଅପରାହ୍ନ ୫ ଘଣ୍ଟା ସମୟରେ ସ୍ଥାନୀୟ ରାମ ସଗାର ରୁ କଳସ ଯାତ୍ରା […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଆନ୍ତର୍ଜାତିୟ ମହିଳା ଦିବସ ପାଳନ ଅବସରରେ ସୁଭଦ୍ରା ଯୋଜନା ଦ୍ଵିତୀୟ କିସ୍ତି ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି । ଗଞ୍ଜାମ ଠାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ହିତାଧିକାରୀମାନଙ୍କୁ ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଯୋଜନା ଦ୍ଵିତୀୟ କିସ୍ତି ଅର୍ଥ ରାଶି ଡି.ବି.ଟି. ମାଧ୍ୟମରେ ପ୍ରଦାନ କରିଥିଲେ ।ରାଜ୍ୟର ଏକ କୋଟି ଚଉଷଠି ହଜାର ରୁ ଉର୍ଦ୍ଧ ହିତାଧିକାରୀ ଏହା ଦ୍ଵାରା ଉପକୃତ […]
ନ୍ୟୁଜଗ୍ୟାଲେରି,ଧର୍ମଗଡ଼,(ହେମନ୍ତ କୁମାର ମାଝୀ) ସରକାର ଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଵା ସୁଭଦ୍ରା ଯୋଜନା ଏହି ଯୋଜନାରେ ବାଦ ପଡ଼ିଥିବା ମହିଳା ମାନେ କିପରି ସୁଭଦ୍ରା ଯୋଜନା ସାମିଲ ହେବେ ଏବଂ ସୁଭଦ୍ରା ଯୋଜନା ରେ ଯେଉଁ ମହିଳାମାନେ ଟଙ୍କା ପାଇଛନ୍ତି ସେହି ଟଙ୍କା କୁ ଛୋଟ ଛୋଟ ବ୍ୟବସାୟ କରି ନିଜ ପରିବାର କୁ ସ୍ବାବଲମ୍ବୀ କରିପାରି ଵେ ସେଥିପାଇଁ ସରକାର ଙ୍କ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ ମାନଙ୍କ ରେ ଏକ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଛି […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଅର୍ଥ ପ୍ରଦାନ ନେଇ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୂତନ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ନେଇ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ଏକ କୋଟିରୁ ଉର୍ଦ୍ଧ ମହିଲାମାନଙ୍କୁ ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ଜିଲ୍ଲା (ଡି.ଏସ.ଡବ୍ଲ୍ୟୁ.ଓ.) ଙ୍କ ସଂଯୋଜନାରେ ଶତାଧିକ ଅଙ୍ଗନବାଡି କର୍ମୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନେ ସୁଭଦ୍ରା ଯୋଜନାର ସଚେତନତା ପଦଯାତ୍ରା […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟନା ଟାଉନ୍ ଥାନା ର ନବନିର୍ମିତ ଥାନା ଗୃହ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ ହୋଇଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ଵର ଠାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ନବନିର୍ମିତ ଥାନା ଗୃହ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ଆଭାଷୀ ମାଧ୍ୟମରେ ରାଜଧାନୀ ର ନୟାପଲ୍ଲୀ ଥାନା ସହିତ ରାଜ୍ୟର ଆଠ ଟି ଜିଲ୍ଲାରେ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ନବନିର୍ମିତ ହୋଇଥିବା […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଭବାନୀପାଟଣା ହସ୍ପିଟାଲ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ପ୍ରଥମେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ।ଏହାପରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ […]
ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଟାଉନହଲ ଠାରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀ ସଭାରେ ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ,ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ବିଭାଗ ର ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଲୋକସଭା ସାଂସଦ ମାଳବିକା ଦେବୀ,ରାଜ୍ୟସଭା ସାଂସଦ ସୁଜିତ କୁମାର , ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ପୂର୍ବତନ […]
ନ୍ୟୁଜ ଗ୍ୟାଲେରି, ଧର୍ମଗଡ,ବେହେରା:(ଭୂପେଶ ତିୱାରୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମ ପଞ୍ଚାୟତ ପରିସର ରେ କୋକସରା ପୋଲିସ ଦ୍ବାରା ନୂତନ ଅପରାଧିକ ଆଇନ ବିଷୟ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଭାରତୀୟ ସଂସଦ ତିନୋଟି ଐତିହାସିକ ଆଇନ ଯଥା ଭାରତୀୟ ଦଣ୍ଡବିଧି ସଂହିତା, ୧୮୬୦, କ୍ରିମିନାଲ ପ୍ରୋସିଜର କୋଡ୍, ୧୯୭୩ ଏବଂ ଭାରତୀୟ ପ୍ରମାଣ ଆଇନ, ୧୮୭୨ କୁ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ବ୍ଲକ ଷ୍ଟେଚୁଗୁଡି ଠାରୁ ବିରାଟ ଶୋଭାଯାତ୍ରା ରେ ପୁରୀ ରୁ ଆସିଥିବା ସେବାୟତ ଙ୍କୁ ଭବ୍ୟ ସ୍ବାଗତ ସହ ସ୍ଥାନୀୟ ଜଗନ୍ନାଥ ମନ୍ଦିର କୁ ପାଛୋଟି ନିଆଯାଇଥିଲା।ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆସନ୍ତା ୨୦୨୪ ଜାନୁଆରୀ ୧୭ ତାରିଖ ରେ ଅନୁଷ୍ଠିତ ହେବ। ଏହି ଉତ୍ସବ ରେ ସାମିଲ ହେବାକୁ ଦେଶ ଓ ରାଜ୍ୟ ର ପ୍ରମୁଖ ଦେବପୀଠ କୁ ନିମନ୍ତ୍ରଣ କରାଯାଉଛି।ଏହି ଉପଲକ୍ଷେ ଶ୍ରୀ ମନ୍ଦିର ସେବାୟତ କେଦାରନାଥ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ପୋଲିସ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗଦର୍ଶନରେ ଆୟୋଜିତ ଉଦ୍ଧଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଆୟୋଜକ ସମ୍ପାଦକ ଜୟରାମ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ପ୍ରମୁଖ ମଂଚାସୀନ ଥିଲେ। ବୋର୍ଡା ଜନତା […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ସ୍ମାରକୀ ନାଟ୍ୟ ସଂସ୍ଥା” ଆସନ୍ତା ଡିସେମ୍ବର ୨୨ ତାରିଖ ଠାରୁ ଡିସେମ୍ବର ୨୬ ତାରିଖ ପର୍ଯ୍ଯନ୍ତ ୫ ଦିନ ବ୍ୟାପୀ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ “ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ – ୨୦୨୩” ଅନୁଷ୍ଠିତ ହେବ। ଏହି ମହୋତ୍ସବରେ ଗରଜୟପୁର ସପ୍ତର୍ଷି, ପଶ୍ଚିମବଙ୍ଗ ର ଗୌତମ ଦାସନ୍ଦି ରଚିତ ଏବଂ ନିର୍ଦ୍ଦେଶିତ ନାଟକ “ଆଙ୍ଗିକ”, ବିହାନ ଡ୍ରାମା ୱାର୍କସ୍, ଭୋପାଲ ର ବିମଲ ଚନ୍ଦ୍ର ପାଣ୍ଡେ […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି:ଭବାନୀପାଟଣା ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ “ନୂଆ ଓ” ଉତ୍ସବ ପାଳନ ପାଇଁ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । “ ନୂଆ ଓ ” କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଅଭିନବ କାର୍ଯ୍ୟକ୍ରମ ଯାହା ଯୁବକ ଯୁବତୀମାନଙ୍କ ନିଜସ୍ଵ ଦକ୍ଷତା ଚିହ୍ନଟ,କ୍ରୀଡା ଓ ସଂସ୍କୃତିରେ ନିଜର ପ୍ରତିଭା ପ୍ରଦର୍ଶନ ତଥା ରାଜ୍ୟର ବିକାଶରେ ନିଜର ଭାଗୀଦାରୀ ଜାହିର କରିବାର ଏକ […]
ନ୍ୟୁଜଗ୍ୟାଲେରି,ନର୍ଲା: କଳାହାଣ୍ଡି ଉତ୍ତର ବନଖଣ୍ଡର ନର୍ଲା ବନବିଭାଗରେ କାର୍ଯ୍ୟରତ ରେଞ୍ଜର ପ୍ରଶାନ୍ତ ପାଲ ଙ୍କୁ ହାତୀ ଆକ୍ରମଣକରିଥିବାରୁ ତାଙ୍କ ମୃତ୍ୟୁ ହୋଇଛି। ସୂଚନା ଆଧାରରେ ଆଜି ସକାଳେ ତୁଳାପଡା ଗାଁ ଆମପଡା ନିକଟରେ ହାତୀପଲ ରହିଥିବା ଖବର ପାଇ ରେଞ୍ଜର ପ୍ରଶାନ୍ତ ପାଲ ହାତୀ ଘଉଡା ସ୍କ୍ୱାର୍ଡ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ରେଞ୍ଜର ପ୍ରଶାନ୍ତ ପାଲ ହାତୀ ଆକ୍ରମଣର ଶିକାର ହୋଇଥିଲେ। ସେ ସଙ୍କଟାପନ୍ନ ହୋଇ ପଡିଥିବାରୁ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭବାନୀପାଟଣା ମିଳିତ ଆନୁକୁଲ୍ୟରେ ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନରେ ‘ନୂଆ-ଓ’ ସାମାଜିକ କାର୍ଯ୍ୟକ୍ରମରରେ ଚତୁର୍ଥ ପର୍ଯ୍ୟାୟରେ ଲାଞ୍ଜିଗଡ ବ୍ଲକ ଅଧିନସ୍ଥ ଗୁଣ୍ଡୁରୀ ଗ୍ରାମ ପଞ୍ଚାୟତ ଠାରେ ବିଶ୍ୱବିଦ୍ୟାଳୟର କୂଳପତି କର୍ଣ୍ଣେ୍ଲ ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଟି ଏମ୍.ଏଚ୍.ୟୁ ଲାଞ୍ଜିଗଡର ଡଃ ନରେନ୍ଦ୍ର ନାଥ ଦାସଙ୍କ ତତ୍ୱାବଧାନରେ ଜଣେ ଆୟୁଷ ଡାକ୍ତର, ଜଣେ ପାରା ମେଡ଼ିକାଲ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଓ ରାୟଗଡା ଜିଲ୍ଲା ର ସିଜିମାଳି ଖଣି ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତନ (FRA) ନିମନ୍ତେ ୧୦ଟି ଗ୍ରାମ ଯଥା – ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତ ର ମମାଳିପଡ଼ାର, ଡ଼ୁମେରପଦାର ,କଣ୍ଟାମାଳ, ବୁଣ୍ଡେଲ, ଅଳିଗୁଣା, ସାଗବାରୀ ପେନାଲକୋନା , କାଟିବାଟା ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲାମ ପଦର ପଞ୍ଚାୟତ ତିଜମାଳୀ ଓ ଚୁଳବାଡ଼ି ଏହି ସବୁ ଗ୍ରାମକୁ ନେଇ ଜଙ୍ଗଲ ଜମି କିସମ ପରିବର୍ତ୍ତନ […]
ନ୍ୟୁଜ ଗ୍ୟାଲେରି,ଜୁନାଗଡ଼:(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମାନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ବରଯାତ୍ରୀ ଯାଇ ଫେରୁଥିବା ସମୟରେ ବାଟରେ କାର ଦୁର୍ଘଟଣା ହେବାରୁ ଜଣକର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକଙ୍କ ନାମ ହିଁମାଂଶୁ ମେହେର (୩୮) ହୋଇଥିବାବେଳେ ତାଙ୍କ ଘର ବଣ୍ଡାକୁଟ୍ରା ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,ନୂଆପଡା ଜିଲ୍ଲା ସିନାପାଲି ରୁ ବରଯାତ୍ରୀ ଯାଇଥିବା ଏକ କାର ନଂ (ଓଡି୦୮ […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଲାଞ୍ଜିଗଡବେଦାନ୍ତରେ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ କୁ ଚାକିରୀ ଦେବା ପ୍ରସଙ୍ଗ କୁନେଇ ଆଜି ବେଦାନ୍ତ କାରଖାନା ରେ ତାଲା ପକାଇଲେ ମହିଳା ସ୍ତ୍ରୀ ପାଇଁ ସ୍ଵାମୀ କିମ୍ବା ପୁଅ ଝିଅ ପାଇଁ ବାପା ପରିବାର ଭିତରେ ଭରସାର ଏକ ମଝି ଖୁଣ୍ଟ। ସେ ଭବିଷ୍ୟତ ଜୀବନର ଦୃଢ଼ ଭିତ୍ତିଭୂମି ଏବେ ଦେଖାଯାଇଛି । ଲାଞ୍ଜିଗଡ ବେଦାନ୍ତରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁପରେ ୧୨ଟି ପରିବାର ଅତି ଦୟନୀୟ ଜୀବନ ଜିଉଁଛନ୍ତି ସ୍ବାମୀଙ୍କୁ ହରାଇ ସ୍ତ୍ରୀ ଓ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଗତକାଲି ରାତିରେ ଭବାନୀପାଟଣା ସହର ଧୋବା ପଡା ସ୍ଥିତ ମଦଭାଟିରେ କର୍ମଚାରୀ ଙ୍କୁ କିଛି ଦୃବୁତ ମାରପିଟ କରିଥିବା ଘଟଣା ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ଜଣେ ପିଲାକୁ ଏହି ମଦଭାଟି କର୍ମଚାରୀମାନେ ପିଟିଥିବା ଅଭିଯୋଗ ଆଣିଥିଲେ ତାକୁନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଦେଖିବାକୁ ପାଇଥିଲେ ମଦ ଭାଟିର କର୍ମଚାରୀ ଙ୍କୁ କିଛି ଦୁର୍ବୁତ୍ତ ମାଡ ମାରିଥିବା ପୋଲିସ ଦେଖେବାକୁ ପାଇଥିଲା ବୋଲି ପୋଲିସ ଗଣମାଧ୍ୟମ କୁ ଜଣାଇଥିଲେ। ପୋଲିସ ଭାଟି ମର୍ମଚାରିକୁ […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସି.ଆଇ.ଏଫ୍.ଏ ଓ ଆଇ.ସି.ଏ.ଆର୍ ର ମିଳିତ ସହଯୋଗରେ ମାଛ ଜାଆଁଳା ଉତ୍ପାଦନ ଓ ଚାଷ ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସି.ଆଇ.ଏଫ୍. ଏ ଓ ଆଇ.ସି.ଏ.ଆର୍ ର ବିଶିଷ୍ଟ ବୈଜ୍ଞାନିକ ଡ଼.ପି.ରାଉତରାୟ ଓ ଡ଼. ନାଗେଶ କୁମାର ବାରିକ ନୂଆପଡ଼ା,କଳାହାଣ୍ଡି ଏବଂ ନବରଙ୍ଗପୁର ରୁ ଆସିଥିବା କୃଷକ ବନ୍ଧୁ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ର ସପ୍ତାହ ବ୍ୟାପି ଚାଲିଥିବା “ମହାବୀର ମହୋତ୍ସବ-୨୦୨୩”ର ଚତୁର୍ଥ ଦିବସରେ କଳାହାଣ୍ଡି ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କବି ସମ୍ମିଳନୀର ମୁଖ୍ୟ ଅତିଥି ସୁ ସାହିତ୍ୟିକ ପୂର୍ବତନ ମନ୍ତ୍ରୀ ରାସବିହାରି ବେହେରା ଯୋଗ ଦେଇଥିବା ବେଳେ କଳ୍ପନା ରଥ ସଭାପତିତ୍ୱ କରିଥିଲେ । କବିତା ଆସର ଅନ୍ୟତମ ଅତିଥି କବି ସନ୍ତୋଷ କୁମାର ଶତପଥି, ସଂଯୋଜକ କବି ହେମନ୍ତ ସାହୁ ଓ କବିୟତ୍ରୀ ସୁନିତି […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରି କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଳାହାଣ୍ଡି ବିଶ୍ବବିଦ୍ୟାଳୟ ଖେଳପଡ଼ିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡ଼ିକୁ ଆହୁରି ଜୋରରେ ଆଗକୁ ନେବ। ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି […]
