Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ପୂଜାଟି ପ୍ରତେକ ବର୍ଷ ଭଳି ଏବର୍ଷ ନୂତନ କମିଟି ହଲ ରେ ହର୍ଷ ଉଲ୍ଲାସ ସହ ପାଳିତ ହୋଇଥିଲା।ଏହି ପବିତ୍ର ଶ୍ରୀ ରାମ ନବମୀ ଉତ୍ସବ କୁଳପତି ପ୍ରଦୀପ କୁମାର ଘଡେଇ ଅଧକ୍ଷତାରେ ପାଳିତ ହୋଇଥିବା ବେଳେ ସମାଜର ବରିଷ୍ଠ କର୍ମକର୍ତ୍ତା ପୂର୍ବତନ କୁଳପତି ଭବାନୀ ଶଙ୍କର ବାଣୁଆ, ଉପକୁଳପତି କିଶୋର ଚନ୍ଦ୍ର ଦୁବେ,ଶ୍ରୀବତ୍ସ ନାଏକ ଏବଂ ଶହେ ରୁ ଉର୍ଦ୍ଧ୍ ସମାଜର ସଦସ୍ୟ ସଦସ୍ୟା କାର୍ଯ୍ୟକାର୍ତ୍ତ ଉପସ୍ଥିତ ରହି ଶ୍ରୀ ରମା ନବମୀ ଉତ୍ସବ ରେ ସାମିଲ ହୋଇ ପ୍ରଭୁ ଶ୍ରୀ ରାମ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପାମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ।
ଶ୍ରୀ ରାମନବମୀ ଅବସରରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ସମାଜର ଆଗ୍ରହ ସକାଶେ ନିଜ ମା ମାନିକେଶ୍ୱରୀ ଙ୍କ ଭଣ୍ଡାରରୁ ଏକ ଖଣ୍ଡା ସମାଜ କୁ ପ୍ରଦାନ କରି ଖଣ୍ଡାକୁ ଦଶହରା ଏବଂ ରାମ ନବମୀରେ ପୂଜା ଅର୍ଚନା କରିବେବୋଲି ପକାଶ କରିଥିଲେ। ଉକ୍ତ ପୂଜାର କର୍ତ୍ତା ଭାବରେ ତରୁଣୀ ସେନ ପାତ୍ର ଏବଂ ତାଙ୍କ ଧର୍ମପତ୍ନୀ ଥିବାବେଳେ ସମାଜ ର କର୍ମକର୍ତ୍ତା ସହଯୋଗ କରିଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
