ଜିଲ୍ଲା କଂଗ୍ରେସ ପକ୍ଷରୁ ତୁଳସୀ ପତ୍ର ସଂଗ୍ରହକାର୍ଯ୍ୟକ୍ରମ କୁନେଇ ସାମ୍ବାଦିକ ସମ୍ମିଳନୀ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡିଶା କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓଡିଶାରୁ ତୁଳସୀ ସତ୍ୟାଗ୍ରହ ଆସନ୍ତା ୧୮ ତାରିଖରୁ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ତୁଳସୀ ପତ୍ର ସଂଗ୍ରହ କାର୍ଯ୍ୟକ୍ରମ ଚାଲିବ ।ଏହାକୁ ନେଇ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ ଏକ ସାମ୍ବାଦିକ ସମ୍ମିଳନୀ ରେ ଜନସଧାରଣ ଙ୍କୁ ନିମତ୍ରଣା କରିଛନ୍ତି। ଏହାର ମୁଖ୍ୟ ଉଦେଶ୍ୟ ହେଲା ଜଗନ୍ନାଥ ମନ୍ଦିରର ୪ଟି ଦ୍ୱାର ଖୋଲିବା,ମହା ପ୍ରସାଦକୁ ମାଗଣାରେ ଭକ୍ତଙ୍କୁ ଯୋଗାଇଦେବା,ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର […]

କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୟ ଅମଲା ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଜିଲ୍ଲାର ୪ ଜଣ ଦିବଂଗତ ସାମ୍ବାଦିକ ସ୍ବର୍ଗତ ସଞ୍ଜୀବ କୁମାର ଯୋଷୀ, ସ୍ବର୍ଗତ ମହମ୍ମଦ ଅସଲମ୍, ସ୍ବର୍ଗତ ଭାନୁ ପ୍ରକାଶ ରଥ ଓ ସ୍ବର୍ଗତ ରୋହିତ ବିଶ୍ଵାଳ ଙ୍କୁ ମରଣୋତ୍ତର “ସାମ୍ବାଦିକ ସୌରଭ ସମ୍ମାନ” ପ୍ରଦାନ କରାଯାଇଛି। ଦିବଂଗତ ସାମ୍ବାଦିକ ମାନଙ୍କ ଧର୍ମପତ୍ନୀ ଅପର୍ଣ୍ଣା ହୋତା, ସେହନାଜ ବେଗମ୍, ସୁଦିପ୍ତା ରଥ ଓ ମାଧବୀ ବିଶ୍ଵାଳ […]

କଳାହାଣ୍ଡି ଜିଲ୍ଲା ସ୍ତରୀୟ ବୈଦ୍ୟ ସମ୍ମିଳନୀ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଅଶ୍ୱିନୀ କୁମାର କଳାହାଣ୍ଡି ବୈଦ୍ୟ ସଂଘ ପକ୍ଷରୁ ନାନ୍ଦୋଲର ୧୪ତମ ଜିଲ୍ଲାସ୍ତରୀୟ ବୈଦ୍ୟ ସମ୍ମିଳନୀ ଜାରିଙ୍ଗ ଏସ୍‌.ଆଇ.ବି.ଏନ୍‌. ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରକୃତିବଳି ଯତିନ୍ଦ୍ର କରଙ୍କ ବାଡିରେ ହଜାର ହଜାର ବନୌଷଧି ବୃକ୍ଷର ପରିଦର୍ଶନ କରାଯାଇଥିବା ସହଯୋଗୀ ମାନଙ୍କୁ ମାଗଣାରେ ଆୟୁବୈଦିକ ସ୍ୱାସ୍ଥ ଶିବିର ମାଧ୍ୟମରେ ଚେରିମୂଳି ଓ ଆୟୁବୈଦିକ ଔଷଧ ବଣ୍ଟନ କରାଯାଇଥିଲା। ଜାରିଙ୍ଗ ନବମ ଏସ୍‌.ଆଇ.ବି.ଏନ୍‌. ସଭାଗୃହରେ ବୈଦ୍ୟ ସମ୍ମୀଳନୀ ଶ୍ରୀ କରଙ୍କର ସଭାପତିତ୍ୱରେ ସଭା […]

ଓଡ଼ିଶା ସରକାର ଙ୍କ ଦୁର୍ନୀତି ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ରାଜ୍ୟର ସମସ୍ତ ବ୍ଲକ ଘେରିବ ବିଜେପି

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଭବାନୀପାଟଣା ସାର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର,ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର,ରାଜ୍ୟ କାର୍ଯ୍ୟ କାରୀ ସଦସ୍ୟ ଭବେଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ଉପସଭାପତି ପ୍ରଶାନ୍ତ ସାହୁ, ଏବଂ ଜିଲ୍ଲା ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲା ଭାରତୀୟ […]

କଳାହାଣ୍ଡିଜିଲ୍ଲା ଭାରତୀୟ ଜନତା ପାର୍ଟି ନୂତନ ଜିଲ୍ଲା ସଭାପତି ଙ୍କୁ ସମ୍ବର୍ଦ୍ଧିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭାବତୀୟ ଜନତା ପାର୍ଟି ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଓ ନୂତନ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି,ପୂର୍ବତନ ସାଂସଦ ଅର୍କକେଶରୀ ଦେଓ,ନୂତନ ଭାବେ ଜିଲ୍ଲା ସଭାପତି ମନୋନୀତ ହୋଇଥିବା ଆର୍ତ୍ତତ୍ରାଣ ମହାପାତ୍ର,ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର,ରାଜ୍ୟ କାର୍ଯ୍ୟ କାରୀ ସଦସ୍ୟ ଭବେଦ୍ର ପଣ୍ଡା ଜିଲ୍ଲା ସାଧାରଣ […]

କଳାହାଣ୍ଡି ଜିଲ୍ଲା ପାଳଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଡ ବିଶ୍ବଜିତ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୧୬୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୩୫ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ […]

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୯ ରୁ ମାର୍ଚ୍ଚ ୩୧ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା । ବୈଠକରେ ନର୍ଲା ବିଧାୟକ ଭୁପିନ୍ଦର […]

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବ୍ରଜମୋହନ ହାଇସ୍କୁଲ୍ ପରିସରରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୩’ ତଥା ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଧଘାଟନୀ ସମାରୋହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱେଶ୍ୱର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ବ୍ରଜମୋହନ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର […]

କଳାହାଣ୍ଡି ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳିତ ହୋଇଯାଇଛି। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ସମ୍ମାନିତ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ,ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ମୁଖ୍ୟବକ୍ତା ବିଦ୍ୟା ସାଗର ମୁଣ୍ଡ( ଇଂରାଜୀ ଅଧ୍ୟାପକ) […]

କଳାହାଣ୍ଡି ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ମିତ ବ୍ୟୟିତ ଦିବସ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଡି ପି ସି ପୋଷ୍ଟ,ଅର୍ଥ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଶୋଭାଯାତ୍ରା ତଥା ସଞ୍ଚୟ ରଥକୁ ଆନୁଷ୍ଠାନିକ ଭାବରେ ଉଦ୍ଧଘାଟନ କରିଥିଲେ ।ଆମେ ମିତବ୍ୟୟୀ ହୋଇ ଆଗାମୀ ଭବିଷ୍ୟତ ପାଈଁ ସଞ୍ଚୟ କରିବା ଏବଂ କୌଣସି ପ୍ରଲୋଭନ ଶିକାର ନ ହୋଇ ସ୍ଵୀକୃତି ପ୍ରାପ୍ତ ଆର୍ଥିକ ଅନୁଷ୍ଠାନ, ଜାତୀୟ ବ୍ୟାଙ୍କ୍,ପୋଷ୍ଟ ଅଫିସ […]

କଳାହାଣ୍ଡି ଜିଲ୍ଲାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ ,ତହସିଲ , ଜିଲ୍ଲା କାର୍ଯ୍ୟଳୟ ଠାରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ ପୂର୍ବକ ପାଳନ ହୋଇଯାଇଛି । ପୂର୍ବତନ ଗୃହମନ୍ତ୍ରୀ ତଥା ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଇଛି । ସମସ୍ତେ ଏକଜୁଟ ହୋଇ “ବିବିଧତା ମଧ୍ୟରେ ଏକତା” ଭାବନାକୁ ଉଜ୍ଜୀବିତ ରଖି ଜାତୀୟ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏହି ଶପଥ ପାଠ କରାଯାଇଥିଲା ।

କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଠାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ନର୍ଲା ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନର୍ଲା ବି ଡି ଓ ଏମ ଜଗଜିବନ ଚୌଧୁରୀ, ତହସିଲଦାର ,ବିଶ୍ବରଂଜନ କହଁର ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୪୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୧ଟି […]

ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପଥଉତ୍ସବ ଏବଂ ପଦଯାତ୍ରା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସମ୍ମୁଖ ରାସ୍ତା ରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ ପଥଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ପଦଯାତ୍ରା କାର୍ଯ୍ୟକ୍ରମରେ ଭବାନୀପାଟଣା ସହର ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟ ର ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସଂପୃକ୍ତ ଶିକ୍ଷାନୁଷ୍ଠାନ ର କର୍ମକର୍ତ୍ତା, ବୁଥ ସ୍ତରୀୟ ଅଧିକାରୀ କ୍ୟାମ୍ପସ ଆମ୍ବାସାଡର(ମୁଁ ବି ମିତା) ସାଧାରଣ ନାଗରିକ, ବିଭାଗୀୟ ଅଧିକାରୀ ଏବଂ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରି ନଗର ପରିକ୍ରମା ସହ ଭୋଟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି […]

ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ରେ ସାମିଲ ହେବେ ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ଯୁବକ ଯୁବତୀ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଆସନ୍ତା ୩୦ ଓ ୩୧ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ତରୀୟ ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସାମିଲ ହେବା ପାଇଁ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ର ଯୁବକ ଯୁବତୀ ମାନେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ଭବାନୀପାଟଣା ସ୍ଥିତ ନେହେରୁ ଯୁବକ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ଯୁବ ଅଧିକାରୀ ପ୍ରସନ୍ନ ମେହେର, ଜିଲ୍ଲା ସୂଚନା ଓ ଲୋକ […]

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଏଜେଣ୍ଡା ଅନୁଯାଇ ବ୍ଲାକ ସ୍ପଟ୍, ରାସ୍ତା ଅବରୋଧ, ରାସ୍ତା ମରାମତି, ଚଡ଼ାଉ, ଅବକାରୀ, ଜରୁରୀକାଳୀନ ଯତ୍ନ, ସଚେତନତା , ରାଜସ୍ବ ଆଦାୟ ଉପରେ ପଦକ୍ଷ ଗୃହରେ ସୂଚନା ଦେଇଥିଲେ । ବର୍ତ୍ତମାନ ଜିଲ୍ଲାରେ ଏନ ଏଚ ୨୬ ରେ କନ୍ତେସିର ରୁ ତହଂସିର, ଉତ୍କେଲା ବଂଗ୍ଲୋ ଛକ, […]

ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଦିନ ରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କଳାହାଣ୍ଡି ଶାଖା ପକ୍ଷରୁ ରକ୍ତଦାନ ଶିବିର

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ମୁଖ୍ୟମନ୍ତୀ ଙ୍କ ଜନ୍ମ ଦିନ ଅବସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର କୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଧଘାଟନ କରିଥିଲେ । କାର୍ଯ୍ୟକ୍ରମ ରେ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ, ଜିଲ୍ଲା ମହିଳା ମୋର୍ଚା ସଭାନେତ୍ରୀ ଲଳିତା ନାୟକ,ପୂର୍ବତନ ବିଧାୟକ ଅନାମ ନାଏକ,ପୂର୍ବତନ […]

କଳାହାଣ୍ଡିଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଡ଼ଃ କଲାମ ଙ୍କ ଜୟନ୍ତୀ ପାଳିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା, କଳାହାଣ୍ଡିଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏ ପି ଜେ ଅବଦୁଲ କଲାମ ଙ୍କ ଜୟନ୍ତୀ ପାଳନ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାଏକ, ଉପସଭାପତି ବୀରେନ୍ଦ୍ର ବାଗ, କୋଷଦକ୍ଷ ଶିବପ୍ରସାଦ ଦାସ, କୋର କମିଟି ସଦସ୍ୟ ଯୋଗେଶ୍ୱର ମିଶ୍ର, ଶ୍ରୀନିବାସ ଆଚାରୀ,ଅମରେନ୍ଦ୍ର ପଟ୍ଟନାୟକ, ସଦର ବ୍ଲକ ସଭାପତି ମଧୁସୂଦନ ପ୍ରଧାନ , ଉପସଭାପତି ବେଣୁଧର ବିଶ୍ୱାଳ, ସୁଶାନ୍ତ ମୁଣ୍ଡ, ଦିଲ୍ଲୀପ ଖାନସମା,ସଦର ବ୍ଲକ ଉପସଭାନେତ୍ରୀ […]

ଯାଦବ ବୁଦ୍ଧିଜୀବି ମଞ୍ଚ ଓଡିଶାର ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ନୂଆଖାଇ ଭେଟଘାଟ ତଥା ୨ୟ ପ୍ରତିଷ୍ଠା ଦିବସ ମହାସମାରୋହରେ ଆୟୋଜନ ଭବାନୀପାଟଣା ଟାଉନ ହଲ ଠାରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାମ୍ବିଧାନିକ ବ୍ୟବସ୍ଥା ଆନୁଯାୟୀ ଶିକ୍ଷା,ଶାସନ,ସମ୍ପତ୍ତି ତଥା ସାମାଜିକ ସ୍ୱାଭିମାନୀ, ସମ୍ମାନର ଅଧିକାରୀ ହେବା, ଜାତିଗତ ଜନ ଗଣନା,ସଂଖ୍ୟା ଅନୁସାରେ ଯାଦବ ଜାତିକୁ ନେତୃତ୍ୱ ପ୍ରଦାନ କରିବା ତଥା ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ନିଜର ସାମାଜିକ ଚେତନାକୁ ହୃଦୟଙ୍ଗମ କରି ସମାଜ ପାଇଁ […]

କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ମଦନପୁର ରାମପୁର ଉପମଣ୍ଡଳ ର ନୂଆଖାଇ ଜୁହାର କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ମଦନପୁର ରାମପୁର ବ୍ଲକ ର ମଦନପୁର ଠାରେ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ର ମଦନପୁର ରାମପୁର ଉପମଣ୍ଡଳ ର ନୂଆଖାଇ ଜୁହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି କ୍ଷତ୍ରିୟ ପାଇକ ସମାଜ ର ଉପକୂଳପତି ତଥା କଳିଙ୍ଗ ପାଇକ ସେନା ରାଜ୍ୟ ସଭାପତି ଭୈରବ ପ୍ରସାଦ ନାୟକ ଉପସ୍ଥିତରହି ସମାଜ ଉନ୍ନତି ଏବଂ କଲ୍ୟାଣ କରିବା ସହିତ ସମାଜ କୁ ସୁଦୃଢ଼ କରିବାକୁହେଲେ ରାଜନୀତି […]

ମେଦିନିପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମେଦିନୀପୁର ଉଚ୍ଚ ବିଦ୍ୟାଳୟ ଠାରେ ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଓ ଓଡ଼ିଶା ମିଲେଟ୍ସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି। ମେଦିନୀପୁର ସି.ଆର.ସି.ସି. ତୁଳସୀ ରାମ ସାହୁଙ୍କ ଆବାହକ ରେ ଆୟୋଜିତ ଏହି ଉତ୍ସବରେ ମେଦିନୀପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧନଶିକ୍ଷକ ଓଡ଼ିଶା ଶିକ୍ଷକ ସମ୍ମାନ ପ୍ରାପ୍ତ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ଏହି ବର୍ଣ୍ଣାତ୍ୟ ଉତ୍ସବ ରେ ମୁଖ୍ୟ […]

ରାଜ୍ୟ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ଥୁଆପଦର ଉଚ୍ଚ ବିଦ୍ୟାଳୟର ସଫଳତା

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ରାଜ୍ୟ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା-୨୦୨୩ ଭୁବନେଶ୍ୱର ୟୁନିଟ-୬ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ହାଇସ୍କୁଲର ଛାତ୍ରୀମାନଙ୍କ ନୃତ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ହାଇସ୍କୁଲର ଶିକ୍ଷୟତ୍ରୀ ଦୀପ୍ତିମୟୀ ସିଂହଙ୍କ ନେତୃତ୍ୱରେ ଏକ ଦଳ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ହୋଇ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିଲେ । ରାଜ୍ୟ ସ୍ତରରେ “ପୁଅ ଝିଅ ସବୁ ସମାନ” ବିଷୟ ଭିତ୍ତିକ ନୃତ୍ୟ କରି […]

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଠାରେ ମେରିମିଟ୍ଟୀ ମେରାଦେଶ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ଏନ୍‌ ଏସ୍‌ ଏସ୍‌ ପ୍ରଭାଗ ତରଫରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ୍‌ ପ୍ରଫେସର ସଂଜୟ କୁମାର ଶତପଥୀ ଉକ୍ତ କଳସ ଯାତ୍ରାକୁ ସହିଦ୍ ବୀର ପୁତ୍ରମାନଙ୍କୁ ସମ୍ମାନ ଜଣାଇ ବୀର ମାଟି ସଂଗ୍ରହ କରିବା ଲାଗି ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଏନ୍‌ ଏସ୍‌ ଏସ୍‌ ବ୍ୟୁରୋ କାର୍ଯ୍ୟକ୍ରମ […]

ପିରାମଲ ଫାଉଣ୍ଡେସନ ପକ୍ଷରୁ ଗାଁ ରେ ରୋଜଗାର ମେଳା କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି:ଥୁଆମୁଳ ରାମପୁର ବ୍ଲକ ର ଗୁଣପୁର ପଞ୍ଚାୟତ ଠାରେ ପିରାମଲ ଫାଉଣ୍ଡେସନ ପକ୍ଷରୁ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ସେଠାକାର ସୁବିଧା, ଅସୁବିଧା, ଲୋକଙ୍କ ଆବଶ୍ୟକତା ଏବଂ ପଞ୍ଚାୟତର ଆବଶ୍ୟକତା କୁ ଆଗରେ ରଖି ଏଲ ଏସ ଡି ଜି ରେ ଥିବା ନଅ ଟି ଥିମ୍ ରୁ ଆଠ ନମ୍ବର ଥିମ୍ ଉତ୍ତମ ଶାସନ ସହିତ ଗାଁ ଆରମ୍ଭ କରିଛନ୍ତି। ଏହା ଦ୍ବାରା ଗାଁ ରେ ଲୋକଙ୍କର ହେଉଥିବା ଅସୁବିଧା କିପରି ଗାଁ ରେ ସମାଧାନ […]

ଶିଶୁ ମହୋତ୍ସବ ମହକ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ-୨୦୨୩” ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଭବାନୀପାଟଣା ଉପଜିଲ୍ଲାପାଳ ଡ଼.ବିଶ୍ୱଜିତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରୂପେଶ ହୋତା, ସଦସ୍ୟ ସଞ୍ଜୟ କୁମାର, ଭାରତ ପଣ୍ଡା, ଅଶୋକ ଚୌଧୁରୀ, ସଦସ୍ୟା ବସନ୍ତ ପଟ୍ଟନାୟକ, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଭବାନୀ ପଟ୍ଟନାୟକ ସମ୍ମାନିତ ଅତିଥି […]

ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ଗଣଧାରଣା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜଳ,ଜମି, ଜଙ୍ଗଲ,ଜୀବନ ଜୀବିକା ସୁରକ୍ଷା ପାଇଁ ୩ ଦଫା ଦାବି ରାଷ୍ଟ୍ରପତି ଓ ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ଯ ରେ ଦାବି ପତ୍ର ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଗଣଧାରଣା ଦିଆଯାଇଥିଲା । ଜଳ ଜମି ଜଙ୍ଗଲ ର ସୁରକ୍ଷା ଓ ପେଶା ଆଇନ ପ୍ରଣୟନ ଦାବିରେ ଏହି ଆନ୍ଦୋଳନ କରାଯାଇ ଥିଲା । ଉକ୍ତ କାର୍ଯ୍ଯକ୍ରମ ରେ ନିୟମ ଗିରି ସୁରକ୍ଷା ସମିତି ର ବରିଷ୍ଠ ସଦସ୍ୟ ସତ୍ୟ ମହାର, ନବ ପଟ୍ଟନାୟକ ଜିଲ୍ଲା […]

ଥୁଆମୁଳ ରାମପୁର ବ୍ଲକ ପୁରୁଣାଗୁମା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି:ଥୁ. ରାମପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପେରମଞ୍ଜି ଠାରେ ପୁରୁଣାଗୁମା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଓ ଓଡିଶା ମିଲେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୁରୁଣାଗୁମା କ୍ଲଷ୍ଟର ସି ଆର ସି ସି ରଶ୍ମିରଂଜନ ସେଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କର୍ଲାପାଟ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଶ୍ୱନାଥ ମାଝୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ […]

କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବ ସି ପି ଆଇ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ସିପିଏମ କାର୍ଯ୍ୟଳୟ ରେ କଳାହାଣ୍ଡି ସଚେତନ ନାଗରିକ ମଞ୍ଚ ତରଫ ରୁ ଜଳ ,ଜମି,ଜଗଂଳ ସୂରକ୍ଷା ସହିତ ଜନ ଆନ୍ଦୋଳନ କରି ମାନଙ୍କୁ ମିଥ୍ୟା କେଶ ଲଗାଇ ସରକାର ଓ କଂପାନୀ ମିଶି ଦମନ କରୁଥିବା ବିରୋଧ ରେ ୧୦ତାରିଖ ଥିଲା ତାକୁ ଅନିର୍ବାଯ୍ୟ କାରଣ ଯଗୁ ୧୧ତାରିଖ ଦିନ କଳାହାଣ୍ଡି ଜିଲ୍ଲାପାଳ କାଯ୍ଯାଳୟ ସମ୍ମୁଖରେ ଗଣଧାରଣା ଦିଆଯିବବୋଲି ବୈଠକରେ ନିଷ୍ପତ୍ତି ନିଆଗଲା ଉକ୍ତ ବୈଠକ ରେ ନିୟମ ଗିରି ସୁରକ୍ଷା ସମିତିର ବରିଷ୍ଠ ଆନ୍ଦୋଳନ କାରି […]

ମୁଇ କଳାହାଣ୍ଡି ଆ ଫର କଳାହାଣ୍ଡି ସଂଗଠନ ର ଦସ୍ତଖତ ଅଭିଯାନ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା ସହର ୱାର୍ଡ ନଂ- ୦୨ର ଇରିଗେସନ କଲୋନି ଲେନ୍ ନଂ-୧୭ରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ସଭାପତି ସୁରେଶ ସଂଗ୍ରାମ, ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା, ନାରୀ ନେତ୍ରୀ କବିତା ରାଉତ, ନିରୋଦ କୁମାର ରାଉତ, ଅବଦୁଲ୍ ଅଜିଜ୍ ଖାନ୍, ଲିଙ୍ଗରାଜ ପ୍ରଧାନ, ରମେଶ ମେହେର ଉପସ୍ଥିତ ରହି ୬୦ ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ଯ, ବିଧବା ମାସିକ ଭତ୍ତା ୫୦୦ରୁ ୨୫୦୦ଟଙ୍କା ଏବଂ ଭିନ୍ନକ୍ଷମ, ୮୦ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ଯ ମାସିକ ଭତ୍ତା ୭୦୦ରୁ ୩୦୦୦ଟଙ୍କା କରିବା […]

କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ରପଲ୍ଲୀ କମିଟି ଗଠନ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଅଟାଙ୍ଗ ଗୁଡା ଠାରେ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବମଣ୍ଡଳ ର ପଲ୍ଲୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ର ଉପକୁଳପତି ଭୈରବ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ କଲ୍ୟାଣ ପାଇଁ ନୂତନ କର୍ମକର୍ତ୍ତା ଚୟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଦସ୍ୟ ତରୁଣୀ ସେନ ପାତ୍ର, ଭବାନୀପାଟଣା ଉପମଣ୍ଡଳ କୁଳସଦର ସନ୍ତୋଷ ଧଙ୍ଗଡାମାଝି,ଉପମଣ୍ଡଳ ସମ୍ପାଦକ ହେମନ୍ତ […]

ମା ମାନିକେଶ୍ୱରୀଙ୍କ ଛତ୍ର ଯାତ୍ରା ର ପ୍ରସ୍ତୁତି ବୈଠକ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨.୧୦.୨୦୨୩ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମା ମାଣିକେଶ୍ଵରୀ ପବିତ୍ର ଛତ୍ରଯାତ୍ରା ସମ୍ଭଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କଳାହାଣ୍ଡି ରାଜା ଶ୍ରୀ ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ରହି ମାଣିକେଶ୍ଵରୀ ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୨୨ତାରିଖ ମା ମାଣିକେଶ୍ଵରୀ ଙ୍କ ପବିତ୍ର ଛତ୍ରଯାତ୍ରା ଜେନାଖାଲ ଠାରେ ପୂଜାର୍ଚ୍ଚନା ସାରି […]