ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଅଟାଙ୍ଗ ଗୁଡା ଠାରେ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବମଣ୍ଡଳ ର ପଲ୍ଲୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ର ଉପକୁଳପତି ଭୈରବ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ କଲ୍ୟାଣ ପାଇଁ ନୂତନ କର୍ମକର୍ତ୍ତା ଚୟନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଦସ୍ୟ ତରୁଣୀ ସେନ ପାତ୍ର, ଭବାନୀପାଟଣା ଉପମଣ୍ଡଳ କୁଳସଦର ସନ୍ତୋଷ ଧଙ୍ଗଡାମାଝି,ଉପମଣ୍ଡଳ ସମ୍ପାଦକ ହେମନ୍ତ କୁମାର ରାୟ ଏବଂ ଅଟାଙ୍ଗ ଗୁଡା ନୂତନ ପଲ୍ଲି କର୍ମକର୍ତ୍ତା ଚୟନ ହୋଇଥିଲେ ସଭାପତି ରାଧେସ୍ୟମ ପୁଝରି, ସମ୍ପାଦକ ନରେନ୍ଦ୍ର ବିଶି, କେସିଅର ମିନିକେତନ ରାଉତ, ଚଲାନ୍ ପ୍ରଦୀପ ବାଘେଲ ଏବଂ କରିକାର୍ଯ୍ୟକ୍ରମକୁ ଫକୀର ମୋହନ ରାଉତ ସଭାପରିଚାଳନା କରିଥିବା ବେଳେ ପଲ୍ଲି ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

