ନ୍ୟୁଜଗ୍ୟାଲେରି, ଭବାନୀପାଟଣା, କଳାହାଣ୍ଡିଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏ ପି ଜେ ଅବଦୁଲ କଲାମ ଙ୍କ ଜୟନ୍ତୀ ପାଳନ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାଏକ, ଉପସଭାପତି ବୀରେନ୍ଦ୍ର ବାଗ, କୋଷଦକ୍ଷ ଶିବପ୍ରସାଦ ଦାସ, କୋର କମିଟି ସଦସ୍ୟ ଯୋଗେଶ୍ୱର ମିଶ୍ର, ଶ୍ରୀନିବାସ ଆଚାରୀ,ଅମରେନ୍ଦ୍ର ପଟ୍ଟନାୟକ, ସଦର ବ୍ଲକ ସଭାପତି ମଧୁସୂଦନ ପ୍ରଧାନ , ଉପସଭାପତି ବେଣୁଧର ବିଶ୍ୱାଳ, ସୁଶାନ୍ତ ମୁଣ୍ଡ, ଦିଲ୍ଲୀପ ଖାନସମା,ସଦର ବ୍ଲକ ଉପସଭାନେତ୍ରୀ ସଂଯୁକ୍ତାରାଣୀ ବେହେରା ଥୁଆମୂଳ ରାମପୁର ବ୍ଲକ ଶିକ୍ଷକ ସଂଘ ର ସଭାପତି ଅଜିତ କୁମାର ନାୟକ ଏବଂ ସଂଘ କର୍ମକର୍ତ୍ତା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଡ଼ଃ କଲାମ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

