ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ସିପିଏମ କାର୍ଯ୍ୟଳୟ ରେ କଳାହାଣ୍ଡି ସଚେତନ ନାଗରିକ ମଞ୍ଚ ତରଫ ରୁ ଜଳ ,ଜମି,ଜଗଂଳ ସୂରକ୍ଷା ସହିତ ଜନ ଆନ୍ଦୋଳନ କରି ମାନଙ୍କୁ ମିଥ୍ୟା କେଶ ଲଗାଇ ସରକାର ଓ କଂପାନୀ ମିଶି ଦମନ କରୁଥିବା ବିରୋଧ ରେ ୧୦ତାରିଖ ଥିଲା ତାକୁ ଅନିର୍ବାଯ୍ୟ କାରଣ ଯଗୁ ୧୧ତାରିଖ ଦିନ କଳାହାଣ୍ଡି ଜିଲ୍ଲାପାଳ କାଯ୍ଯାଳୟ ସମ୍ମୁଖରେ ଗଣଧାରଣା ଦିଆଯିବବୋଲି ବୈଠକରେ ନିଷ୍ପତ୍ତି ନିଆଗଲା ଉକ୍ତ ବୈଠକ ରେ ନିୟମ ଗିରି ସୁରକ୍ଷା ସମିତିର ବରିଷ୍ଠ ଆନ୍ଦୋଳନ କାରି ଲିଙ୍ଗରାଜ ଆଜାଦ,ସି ପି ଆଇଏମ ର ଜିଲ୍ଲା ସମ୍ପାଦକ ମଣ୍ଡଳିର ସଦସ୍ଯ ନବ କିଶୋର ପଟ୍ଟନାୟକସି ପି ଆଇ ର ଜିଲ୍ଲା ପରିଷଦ ସଭ୍ଯ ପୂର୍ଣ୍ଣ ପ୍ରଧାନ, କଳାହାଣ୍ଡି ଅଟୋ ସଂଘ ସଭାପତି ସଞୟ ସୁନାନୀ ,କଳାହାଣ୍ଡି ଜାଗରଣ ମଞ୍ଚର ଅଗଷ୍ଟ ନାଏକ,କଳାହାଣ୍ଡି ଜିଲ୍ଲା ସମ୍ପାଦକ ତିର୍ଥ ବୁଦ୍ଧିଆ, ପ୍ରଫୁଲ କର, ବାବୁଳା ନାଗ, ପ୍ରମୁଖ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ
ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ

