ନ୍ୟୁଜଗ୍ୟାଲେରି, ଭବାନୀପାଟଣା:ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋର୍ଡl ଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନଅ ବର୍ଷ ଶାସନ ପୂର୍ତ୍ତି ରେ ମହାଜନସମ୍ପର୍କ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ବିଭୀଷଣ ସାହୁ ଓ ଗ୍ରାମପଞ୍ଚାୟତ ପ୍ରମୁଖ ଅଶ୍ୱିନୀ ପ୍ରଧାନ ଙ୍କ ନେତୃତ୍ୱ ରେ ଆୟୋଜିତ ହୋଇଛି ।
ଏହି କାର୍ଯ୍ୟକ୍ରମ ରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ତଥା ସ୍ୱଚ୍ଛ ଭାରତ ଅଭିଯାନ କଳାହାଣ୍ଡି ବିଜେପି ସଂଯୋଜକ ଲୋକନାଥ ଦୁର୍ଗା, ବ୍ଲକ ଅଧକ୍ଷ ପ୍ରଫୁଲ୍ଲ ସାହୁ, ଜ଼ିଲ୍ଲା ପରିଷଦ ସଭ୍ୟ ହୃଦାନନ୍ଦ ସାହୁ, ସମିତି ସଭ୍ୟ ସାଗର ମାଝୀ, ପୂର୍ବତନ ମଣ୍ଡଳ ସଭାପତି ଜୟରାମ ଗହୀର, ଡୁମୁରିଆ ସରପଞ୍ଚ ସଂଜୀବ ମିଶ୍ର,ରାଘବ ଛତ୍ରିଆ, ଭିକ୍ଷ୍ୟସେନାପତି,ଗୁଣସାଗର ବେହେରା, କିଶୋର ଚନ୍ଦ୍ର ମିଶ୍ର, ବିଚିତ୍ର ବାଗ ନରେଶ ଭୋଇ ପ୍ରମୁଖ ଯୋଗଦେଇ ପ୍ରତେକ ଗୃହ କୁ ଯାଇ ପ୍ରଧାନମନ୍ତ୍ରୀ ଙ୍କ ଅନେକ ଜନହିତକାରୀ ଯୋଜନା ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

