କଳାହାଣ୍ଡି:ଭବାନିପାଟଣା,ସହର ଯାଦବ ସମିତି ତରଫରୁ ବାଲେଶ୍ବର ଜିଲ୍ଲାର ବାହାନଗା ଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ମୃତ୍ୟୁ ବରଣ କରି ଥିବା ଅମର ଆତ୍ମା ର ସଦଗତି ନିମନ୍ତେ ମା ମାନିକେଶ୍ୱରୀ ନନ୍ଦିର ଠାରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଦୁର୍ଘଟଣା ରେ ଆହାତ ଲୋକମାନଙ୍କର ଶିଘ୍ର ଆରୋଗ୍ୟ କାମନା କରିବା ପାଇଁ ମାଁ ମାଣିକେଶ୍ଵରୀ ଙ୍କ ପାଖରେ ସମୂହ ଦୀପଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଭବାନିପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ସହର ଯାଦବ ସମିତି ସଭାପତି ରବୀନ୍ଦ୍ର ଲାଳ ଯାଦବ, କାର୍ଯ୍ୟ କାରି ସଭାପତି ପରମେଶ୍ବର କାଣ୍ଡ, ଉପସଭାପତି ବିଶ୍ୱନାଥ ବାଗ, ସମିପ୍ ବେହେରା, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବିଷି, ଯୁଗ୍ମ ସମ୍ପାଦକ କାର୍ତ୍ତିକ ରାଉତ, କୋଷାଧ୍ୟକ୍ଷ ନରେନ୍ଦ୍ର ଘି, କାର୍ଯ୍ୟ କାରି ସଭ୍ୟ ପତିରାମ ହଂସ, ଘାସିରାମ ବଛା,ଭବାନି ଶଙ୍କର ରାଉତ, ପିତବାସ ବେହେରା, ପୂର୍ଣ୍ଣ ଚନ୍ଦ୍ର ରାଉତ, ସନ୍ତୋଷ ନାଏକ, ରଣଜିତ ବାଗ, ଆନନ୍ଦ କୁମାର କଟା, ଏବଂ ସହର ଯାଦବ ମହିଳା ସମିତି ଭବାନିପାଟଣା ଉପସଭାପତି ସିତଲ ରାଉତ, ରଞ୍ଜିତା କେତକୀ, ବିନ୍ଦି ବେହେରା, ସାଧାରଣ ସମ୍ପାଦକ ରେବତୀ ବିଷି, ଯୁଗ୍ମ ସମ୍ପାଦକ ପ୍ରଭାତି ଜାଲ, ସୁସ୍ମିତା ରାଉତ,ମିଥିଲା ରାଉତ,ସଞ୍ଜିତା ରାଉତ, ସୁକାନ୍ତି ରାଉତ, ଓ ସହର ଯାଦବ ସମିତି ର କାର୍ଯ୍ୟ କାରି ସଭ୍ୟ ବୈଷ୍ଣବ ନାଗ,ନୀରନ ନାଗ, ଯୋଗେଶ୍ଵର ବିଷି, ମନୋରଞ୍ଜନ ରାଏ, ଏବଂ ବହୁ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

