Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ପରେ ପରେ ମୁଖ୍ୟ ଅତିଥୀ ନିଜ ବକ୍ତବ୍ୟ ମାଧ୍ଯମରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇଥିଲେ ।ଏହାପରେ ସେଠାରେ ଉପସ୍ଥିତ କୃତୀ ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଏଥିରେ ରାୟଗଡା ଗାୟତ୍ରୀ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୁଶ୍ରୀ ଅର୍ପିତା ଗିରି ରାୟଗଡ଼ା ଜିଲ୍ଲାରେ ପ୍ରଥମ ଓ କାଶୀପୁର ଶିଶୁମନ୍ଦିରର ଛାତ୍ରୀ ସୁଶ୍ରୀ ପ୍ରଜ୍ଞାଶ୍ରୀ ବଳ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ଏଥ୍ ସହିତ ଅନ୍ୟ ଶିଶୁ ମନ୍ଦିର ଗୁଡିକରୁ ଆସିଥିବା ୧୪ ଜଣ ଶିଶୁଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟ ପରିଚାଳନା ସମିତି ଉପସଭାପତି ଧନ୍ୟବାଦ ପ୍ରଦାନ କରିିଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
