Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ଜୁନାଗଡ଼ ପୂର୍ବତନ ନଗର ପାଳ ମୁକେଶ ଅଗ୍ରୱାଲ, ନରହରି ପଟ୍ଟନାୟକ ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ, ମଞ୍ଚାସିନ ଥିବାବେଳେ ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ, ରାଜ୍ୟ ପରିଷଦ ସଦସ୍ୟ ଅପ୍ରେସ ସ୍ଵାଇଁ, ଟିପିଗୁଡା ମଣ୍ଡଳ ସଭାପତି ଲଲିତ ବାଗ, ଖଇରପଦର ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି, ଧର୍ମଗଡ଼ ନଗର ସଭାପତି ସୈାରଭ ମତ୍ତଲ, ଯୁବ ନେତା ହିମାଂଶୁ ଶେଖର ପଣ୍ଡା, ରାଜ୍ୟ ଶିକ୍ଷା ପ୍ରକୋଷ୍ଠ ସଂଯୋଜକ ଜଗବନ୍ଧୁ ମିଶ୍ର, ନଗର ପୂର୍ବତନ ସଭାପତି ହରେକୃଷ୍ଣ ପଣ୍ଡା, ନଗର ଜିଲ୍ଲା ପ୍ରତିନିଧି ଡମ୍ବରୁ ଧର ଠାକୁର, କାଉନସିଲର ନବିନ ମହାନନ୍ଦ, ପଣ୍ଡୁ ପାତ୍ର, ଲକ୍ଷ୍ମଣ ମେହେର, ଚନ୍ଦନ ପାତ୍ର, ନଗର ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି, ବରିଷ୍ଠ କାର୍ଯ୍ୟକର୍ତ୍ତା ବାଞ୍ଛାନିଧି ଯୋଶୀ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ବେଳେ ପୂର୍ବତନ ନଗର ସଭାପତି ହେମନ୍ତ କୁମାର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ଧର୍ମଗଡ଼ ନଗର ସଭାପତି ସୈାରଭ ମିତ୍ତଲ ମଞ୍ଚାସିନ ଥିବା ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
