Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଅଭିଯୁକ୍ତ ମାନେ ପଣ୍ଡା ପଦର ଗାଁ ର ସନ୍ତୋଷ ସଗରିଆ (୨୮) ବର୍ଷ, ଚୁଡ଼ାମଣି ସଗରିଆ (୨୩ )ବର୍ଷ ଓ ନୂଆ ପଡା ଜିଲ୍ଲା ର କୁରେଶର ଗାଁ ର ସୁରେଶ ଜଗତ (୨୫ )ବର୍ଷ ଏହି ତିନିଜଣ ଅଭିଯୁକ୍ତମାନଙ୍କ ଠାରୁ ୧କ୍ଯୁଣ୍ଟାଲ ୧୯ କେଜି ୮୦ ଗ୍ରାମ ଗଞ୍ଜେଇ ମୋହନ ଗିରି ଠାରୁ ନୂଆ ପଡା ଓ ବରଗଡ ଜିଲ୍ଲା କୁ ଚୋରାଚାଲାଣ ହେଉଥିବା ସୂଚନା ମିଳିଛି। ଏହି ତିନିଜଣ ସହ ଦୁଇଟି ବାଇକ OD୧୭T ୭୭୭୨, OD୨୬F ୬୩୮୬, ଗୋଟିଏ ଟାଟା ପିକପ ଗାଡ଼ି ନମ୍ବର OD୧୭L୭୨୦୦ କୁ ଜବତ କରିଛି । କଳାହାଣ୍ଡି ଜିଲ୍ଲା ସଦର ଅବକାରୀ ବିଭାଗ ଇନ୍ସିପେକ୍ଟର ସୁଶାନ୍ତ ପ୍ରଧାନ, ଦେବାଶିଷ ଶ୍ରୀଧର ଏମ୍ ରାମପୁର ସବଇନ୍ସିପେକ୍ଟର, ବିଶ୍ବଜିତ ଆରୁଖ ସବ ଇନ୍ସପେକ୍ଟର କେସିଙ୍ଗା ପ୍ରଦ୍ୟୁମ୍ନ ନାଏକ, ଅଶୋକ କୁମାର ପ୍ରଧାନ, ମେଘନାଦ ବେହେରା, ଅମରେନ୍ଦ୍ର ମାଝୀ, ଦଇତାରୀ ତାଣ୍ଡି,ମାନସ ରଞ୍ଜନ ବିଷି ଗତକାଲି ରାତିରେ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ସୂଚନା ଦେଇଛି।
Editor, News Gallery Mob: 9439506580 Email: newsgallery.in@gmail.com
