ନ୍ୟୁଜ୍ ଗ୍ୟାଲେରି, ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ କଂଗ୍ରେସ କମିଟି ପକ୍ଷୁର ଜଗନ୍ନାଥ ପୁର ଠାରୁ ବେଦାନ୍ତ ଲିମିଟେଡ ହୋଇ ଲାଞ୍ଜିଗଡ ପୋଲିସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରେଲି ଓ ପଥପ୍ରାନ୍ତ ସଭା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଭକ୍ତଚାରଣ ଦାସ, ଜିଲ୍ଲା ସଭାପତି ଭାରତଭୂଷଣ ବେମାଲ, ଦ୍ରୁପଡ଼ି ମାଝୀ, ମୁରଲୀ ନାୟକ,ସିଦାର୍ଥ ନାୟକ, ଧନୁର ଧର ଗହୀର, ପ୍ରୀତମ ବେହେରା ପ୍ରମୁଖ ଉପସ୍ଥିତ ରହି ନିୟମଗିରୀ ରେ ରହୁଥିବା ଡ଼ଙ୍ଗରିଆ ଆଦିବାସୀ ମାନଙ୍କ ବିକାଶ ଓ ବେଦାନ୍ତ ରିଫାଇନାରି ଦ୍ଵାରା ପ୍ରଭାବିତ ଲାଞ୍ଜିଗଡ ବ୍ଲକ ଗ୍ରାମାଞ୍ଚଳ ର ଅସୁବିଧା ଗୁଡ଼ିକୁ ପୁରଣ କରିବା ପାଇଁ ରେଲୀ ଓ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନଷ୍ଠିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଦିବାସୀ ଗାଁ ତଥା ସିନ୍ଦାବହାଳି, କନସାରି,ବୁଡେଲ ଗଇଁ, ରେଂଗୋପାଲି, ବାଣ୍ଡଗୁଡା, ବସନ୍ତ ପଡା ଏବଂ ଲାଞ୍ଜିଗଡ ବ୍ଲକ ର ସମସ୍ତ ନିୟମଗିରି ରେ ରହୁଥିବା ଡଙ୍ଗରିଆ ଆଦିବାସୀ ମାନେ ଉପସ୍ଥିତ ରେଲିରେ ସାମିଲ୍ ହୋଇଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

