ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ଚଳିତ ରବି ଚାଷ ପାଇଁ ୭ ତାରିଖ ରୁ ଜଳସେଚନ ହେବ By Hemant Kumar Ray January 5, 2025January 5, 2025 0 minutes, 0 seconds Read 365 ନ୍ୟୁଜଗ୍ୟାଲେରୀ,ଧର୍ମଗଡ,ବେହେରା: (ଭୂପେଶ ତିୱାରୀ)କଳାହାଣ୍ଡି ଇନ୍ଦ୍ରାବତୀ ବହୁମୁଖୀ ଜଳବିଦ୍ୟୁତ୍ ପ୍ରକଳ୍ପରୁ ଆସନ୍ତା ରବି ଚାଷ ପାଇଁ ଜାନୁୟାରୀ ୭ତାରିଖ ରୁ ଜଳ ସେଚନ ଆରମ୍ଭ ହେବ । ରବି ଋତୁରେ ଜିଲାର ମୋଟ ୪୭, ୫୭୬ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ତେବେ ଜଳଭ ଳଭଣ୍ଡାରରେ ଜଳାଭାବ ଯୋଗୁଁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଜଳସେଚନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଳଭଣ୍ଡାରରେ ପ୍ରାୟ ୨ମିଟର ପାଣି କମ ଥୂବାରୁ ରବି ଜଳସେଚନକୁ ସଙ୍କୁଚିତ କରାଯାଇଛି । ମୋଟ ୫୩ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ସେହି ଅନୁଯାୟୀ, ଜୟପାଟଣା ବ୍ଲକର ୫୬ ଟି ଗାଁର ୧୩,୭୮୫ ହେକ୍ଟର, କଲମପୁର ବ୍ଲକର ୪୮ଟି ଗାଁର ୮,୮୪୪ ହେକ୍ଟର, ଜୁନାଗଡ଼ ବ୍ଲକର ୧୩୬ ୧୩୬ଟି ଗାଁର ୨୧,୭୨୮ ହେକ୍ଟର, କୋକସରା ବ୍ଲକର ୧୦ଟି ଗାଁର ୨,୧୧୦ ହେ ହେକ୍ଟର ଓ ଧର୍ମଗଡ଼ ବ୍ଲକର ୪୬ଟି ଗାଁର ୬୯୦୫ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଥିବା ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣଯନ୍ତ୍ରୀ ଜଗନ୍ନାଥ ପାଣି ଗଣ ମାଧ୍ୟମ କୁ ସୂଚନାଦେଇଛନ୍ତି । Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ କଳାହାଣ୍ଡି ଜିଲ୍ଲା ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ By Hemant Kumar Ray September 7, 2023September 7, 2023
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ By Hemant Kumar Ray January 11, 2025January 11, 2025