ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଡିଜିଟାଲ ଏକ୍ସରେ ମେସିନ ଗତ ୫ ଦିନ ହେଲା ଖରାପ ହୋଇଯାଇଥିବାରୁ ଅସ୍ତିଶଲ୍ୟ ଚିକିତ୍ସା ପାଇଁ ଏହି ଡାକ୍ତରଖାନାକୁ ଆସୁଥିବା ରୋଗୀ ରଞ୍ଜନରଶ୍ମି ଦ୍ୱାରା ଏକ୍ସରେ କରାଇନପାରି ଘୋରାଇ କ୍ଲିନିକରେ କରି ଅଯଥା ଖର୍ଚ୍ଚାନ୍ତ ଅଭିଯୋଗ ହେଉଛି। ଏକ୍ସରେ ବିଭାଗ ରେ ୨ ଜଣ ସ୍ଥାୟୀ କର୍ମଚାରୀ ଓ ୨ ଜଣ ଅସ୍ଥାୟୀ କର୍ମଚାରୀ ଷ୍ଟାଫ ଥିବାବେଳେ ଦୈନିକ ପ୍ରାୟ ୧୦୦ ପାଖାପାଖି ଏକ୍ସରେ ହୋଇଥାଏ ।ଏବେ ଡିଜିଟାଲ ଏକ୍ସରେ ଖରାପ ଥିବାରୁ ଏଡି ଏମ ଓ ଙ୍କୁ ପଛାରିବାରୁ ୨/୩ ଦିନ ମଧ୍ୟରେ ଭୁବନେଶ୍ୱରରୁ ମେକାନିକ ଆସି ମେସିନ ସଜଡା ଯିବ ବୋଲି ଦାୟିତ୍ୱ ରେ ଥିବା ଅଧିକାରୀ କହିଛନ୍ତି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

