ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ସ୍ଥିତ ମେଦିନିପୁର ଭୈରବ ମନ୍ଦିର ପେକ୍ଷାଲୟ ଠାରେ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ର ଜରୁରୀ କାଳୀନ ମଣ୍ଡଳ ସ୍ତିରୀୟ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକ ରେ ମୁଖ୍ୟ ଅତିଥି ଜିଲ୍ଲା କୁଳାଧକ୍ଷ ଚନ୍ଦ୍ରଦଜ ପେସିନିଆ,ପୂର୍ବ ମଣ୍ଡଳ ପୂର୍ବତନ କୁଳପତି ଭବାନୀ ଶଙ୍କର ବାଣୁଆ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ପଞ୍ଚମ ମଣ୍ଡଳ କୁଳପତି ରଜନୀକାନ୍ତ ବିଶି ଉପସ୍ଥିତ ରହିଥିଲେ ।ଏହି କାର୍ଯ୍ୟକ୍ରମ କୁ ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ ଗଡେଇ ଅତିଥି ମାନଙ୍କୁ ସ୍ୱଗତ ସମ୍ବନ୍ଧନା ଜଣାଇଥିଲେ।କାର୍ଯ୍ୟକ୍ରମ କୁ ପୂର୍ବ ମଣ୍ଡଳ ଉପକୂଳପତି ଭୈରବ ପ୍ରସାଦ ନାୟକ ଅତିଥି ପରିଚୟ କରିବା ସହିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପୂର୍ବ ମଣ୍ଡଳ ର ୩୮ଜଣ ସଦସ୍ୟ ପରିବାର ସହିତ ମତାନ୍ତର ହୋଇ ରହିଆସୁଥିବାରୁ ଆଜି ବନ୍ଧୁମିଳନ ପର୍ବ ଅନୁଷ୍ଟିତ ହୋଇଥିଲା । ୩୮ଟି ସଦଦ୍ୟ ତାଙ୍କର ସପରିବସହିତ ସମାଜ ର ମୁଖ୍ୟ ସ୍ରୋତରେ ସମିଲ କରାଜୀବସହିତ ନୂତନ ପଲ୍ଲୀ ଗଠନ କରାଯାଇ ପଦ ପଦବୀ ଚୟନ କରାଯାଇଥିଲା ।ସେହି ୩୮ପରିବାର ସଦସ୍ୟ ମାନଙ୍କ ମୁଖ୍ୟ ସନ୍ତୋଷ କୁମାର ଧ. ମାଝୀ ଙ୍କୁ ଭବାନୀପାଟଣା ଉପମଣ୍ଡଳ କୂଳସଦର ଚୟନ କରାଯିବାସହିତ ସମାଜ କୁ କିପରିସୃଦୁଡ଼ କରାଯିବ ତସକୁନେଇ ଚର୍ଚ୍ଚା ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ପୂର୍ବ ମଣ୍ଡଳ ସମ୍ପାଦକ ବାସୁଦେବ ପ୍ରଧାନୀ, ସହ ସମ୍ପାଦକ ଗଗନ କେଶ୍ୱରୀ ନାୟକ, କେଶରୀ ଦୁବେ, ଦାଦପୁର ଉପମଣ୍ଡଳ ସମ୍ପାଦକ ଚାତୃରଭୂଜ ଦୁବେ,ଭବାନୀପାଟଣା ଉପମଣ୍ଡଳ କୂଳସଦର ସନ୍ତୋଷ କୁମାର ନାୟକ ଭବାନୀପାଟଣା ଉପମଣ୍ଡଳ ସମ୍ପାଦକ ହେମନ୍ତ କୁମାର ରାୟ, ମେଦିନିପୁର ସମ୍ପାଦକ କନ୍ଧର୍ପ ବେହେରା, ମେଦିନିପୁର କୂଳସଦର କୁଞ୍ଜବିହାରି ପ୍ରଧାନୀ ଏବଂ ପଶ୍ଚିମ ମଣ୍ଡଳ କ୍ଷତ୍ରିୟ ପାଇକ ସମାଜ ଜିଲ୍ଲା ସମ୍ପାଦକ ଲଷ୍ମୀ ନାରାୟଣ ବାଣୁଆ,ମଣ୍ଡଳ କୁସାଧକ୍ଷ ଦୀପ୍ତିକୃଷ୍ଣ ପୁଝାରି, ଯୁଗଳ ନାୟକ, ଶୈଳେନ୍ଦ୍ର ପାତ୍ର, ପବିତ୍ର ବାଣୁଆ, ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

