ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ଟାଉନ ହଲ ଠାରେ ବିଭିନ୍ନ ବ୍ୟାଙ୍କ ମାନଙ୍କ ଦ୍ୱାରା ଅର୍ବାନ ଏବଂ ରୁରାଲ ଅଞ୍ଚଳରେ ଥିବା ୩୫୯ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ଙ୍କୁ ପାଖାପାଖି ୧୧ .୯୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ,ସମ୍ମାନୀୟ ଅତିଥି ଭବାନୀପାଟଣା ପୌରାଅଧକ୍ଷା ସଂଯୁକ୍ତ ବେହେରା , ସୁବ୍ରତ କୁମାର ପ୍ରଧାନ ,ଫାଇନାନସିଲ ସ୍ପେସିଆଲିଷ୍ଟ , ରାଜ୍ୟ ମିଶନ ଶକ୍ତି ,ଅନାଜ କୁମାର ପ୍ରଧାନ ,ଷ୍ଟେଟ ପ୍ରୋଜେକଟ ମ୍ୟାନେଜେର, ରାଜ୍ୟ ମିଶନ ଶକ୍ତି ,ଭବାନୀପାଟଣା ବିଡ଼ିଓ ପିତା କୁମାରୀ ସିଡିପିଓ ଅଞ୍ଜଳି ପ୍ରଧାନ,ଜିଲ୍ଲା ମିଶନ ଶକ୍ତି ସଂଯୋଜକ ଅମ୍ରିତ ପାଢ଼ୀ,ଭବାନୀପାଟଣା ବ୍ଲକ କୋଅର୍ଡିନେଟର ସୁଲାଚନା ପ୍ରଧାନ,ନୀଳିମା ନାଏକ, ସହିତ ୪୫୦ ରୁ ଉର୍ଦ୍ଧ ମିଶନସକ୍ତି ମା ଙ୍କ ସହିତ ,ବ୍ୟାଙ୍କ ମିତ୍ର ଏବଂ ଅନ୍ୟ ସହଯୋଗୀ ଉପସ୍ଥିତ ଥିଲେ । ସ୍ୱୟଂ ସହାୟକ ଗୋଷ୍ଠି ର ମା ମାନେ ଭବାନୀପାଟଣା ପୌରପାଳିକାର ବିଭିନ୍ନ ପ୍ରକଳ୍ପରେ ଆହାର କେନ୍ଦ୍ର, ଆଶ୍ରୟ ସ୍ଥଳୀ, ମଳଉପଚାର ପ୍ଲାଣ୍ଟ ଏବଂ ସ୍ମାର୍ଟ ପାର୍କ ଭଳି କାର୍ଯ୍ୟ କରି ମଧ୍ୟ ନିଜସ୍ୱ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନବୀନ ଓଡିଶା ନିର୍ମାଣରେ ସହଯୋଗ ହେଉଛନ୍ତି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

