Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ବୈଠକରେ ୫ଟି ସଚିବଙ୍କ ପରାମର୍ଶ ଓ ଆଶ୍ୱାସଦା ରେ ଆନ୍ଦୋଳନ ସାମୟିକ ଥିବାରୁ ପୁଣି ଥରେ ତାଙ୍କୁ ଦାବି ପୂରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ସ୍ତରୀୟ ପ୍ରସ୍ତାବ ଗୃହୀତ ହୋଇ ରାଜ୍ୟ ସାଖାକୁ ପଠାଯାଇଛି। ଉକ୍ତ ବୈଠକରେ ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ଅମଲା ଅଂଶ ଗ୍ରହଣ କରି ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ।
ଏହି ବୈଠକରେ ଓଡିଶା ଅମଲା ସଂଘ କଳାହାଣ୍ଡି ଶାଖା ସଭାପତି ସୁକାନ୍ତ ମହାପାତ୍ର, ଟେଜେରୀ ଅମଲା ସଂଘରୁ ସମରେନ୍ଦ୍ର ପଣ୍ଡା, ରାଜସ୍ୟ ଅମଲା ସଂଘରୁ ଅଜିତ କୁମାର ସାହୁ ଭବାନୀପାଟଣା ବ୍ଲକ ମିଳିତ ଅମଲା ମଞ୍ଚ ଅଧ୍ୟକ୍ଷ ବ୍ରଜମୋହନ ମୁଣ୍ଡ ମଞ୍ଚାସିନ ରହିଥିଲେ। ଏହି ବୈଠକରେ ଟଙ୍କଧର ସାହୁ, ବିଶ୍ୱନାଥ ପଣ୍ଡା, କୁରୁକ୍ଷେତ୍ର ବାଗ, ନବୀନ ବିଶି, ଜଗତରାମ ଗହୀର ଏବଂ ଅନ୍ୟାନ୍ୟ ଅମଲା ମାନେ ବୈଠକରେ ଉପସ୍ଥିତି ରହିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
