Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com

ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ଏପରି କାର୍ଯ୍ୟକ୍ରମ ସେମାନଙ୍କୁ ନିଜ ଭିତରେ ଲୁକ୍କାୟିତ ସମ୍ଭାବନାକୁ ଚିହ୍ନିବାରେ ସାହାଯ୍ୟ କରେ ବୋଲି ଉଲ୍ଲେଖ କରିଥିଲେ। ଯୁବ ଅଧିକାରୀ ଶ୍ରୀ ମେହେର ନେହେରୁ ଯୁବ କେନ୍ଦ୍ରର କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋକପାତ କରି ଯୁବପିଢ଼ିଙ୍କୁ ଏପରି କାର୍ଯ୍ୟକ୍ରମରେ ଉତ୍ସାହିତ ସହିତ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିନୟ କୁମାର ସାହୁ ଏବଂ ଲେଖପାଳ ଦୂତୀଆ ବଞ୍ଛୋର୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନେହରୁ ଯୁବ କେନ୍ଦ୍ରର ଯୁବ ସ୍ଵେଚ୍ଛାସେବୀ ଶମ୍ଭୁ ବିଶି, ସାଗର ସାହୁ, ଚୁଲମଣି ମାଝୀ, ମନିସ କୁମାର ସାହୁ, ବନ୍ଦିନୀ ମାଝୀ, ପାଙ୍କଜିନି ମାଝୀ ପ୍ରମୁଖ ସହଯୋଗ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
