କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)କେସିଙ୍ଗା ଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ର ଭବାନୀପାଟଣା ଇରିଗେସନ କଲୋନୀ ଛକ ନିକଟରେ ଏକ ସ୍କୁଟିଗାଡି ରାସ୍ତା କଡରେ ଯାଉଥିବା ବେଳେ ଏକ ଟ୍ୱେମ୍ପୁ ସାମ୍ନା ପଟୁ ରୁ ଧକ୍କା ହେବେ ଫଳରେ ସ୍କୁଟି ରେ ବସିଥିବା ନାବାଳକ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ସେମାନେ ହେଲେ ଶିବ ଡାକୁଆ ଟୁନା ଡାକୁଆ ଓ ନାବାଳକ ଭବାନୀପାଟଣା ରାମସଗାର ପଡା ରହୁଥିବା ଘର ଠାରୁ ବାହାରି ଟିଉସନ ଛାଡିବାକୁ ଯାଉଥିବା ବେଳେ ସଂନ୍ନା ପଟୁ ଟେମ୍ପୁ ଆସି ଧକ୍କା ଦେବାଫଳ ରେ ତିନିଜଣ ଘୁରୁତାର ଥିବା ସୂଚନା ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଇଥିଲେ ନାବାଳକ ଗୁରୁତର ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି। ଦୁର୍ଘଟଣା ଘଟଇଥିବା ଟ୍ୱେମ୍ପୁ ଓ ଚାଳକ କୁ ଭବାନୀପାଟଣା ଟାଉନ ଥାନା ଅଟକ ରଖାଯାଇଥିବା ସୁଚନାମିଳିଛି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

