ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଆକ୍ସିସ ବ୍ୟାଙ୍କ୍ ର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ଭବାନୀପାଟଣା ପରଦେଶୀ ପଡା ସ୍ଥିତ ନୂତନ ଆକ୍ସିସ ବ୍ୟାଙ୍କ ଶାଖା କୁ ଅତିରିକ୍ତ ଜିଲ୍ଲାପାଳ ତନ୍ମମୟ କୁମାର ଦରୱାନ ଙ୍କ କରକମାଲ ରେ ଉଦଘାଟିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ସହର ପରଦେଶୀ ପଡା ଠାରେ ଆକ୍ସିସ ବ୍ୟାଙ୍କ୍ ର ନୂତନ ଶାଖା କୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଜିଲ୍ଲା ସାଂସ୍କୃତିକ ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇ ନୂତନ ବ୍ୟାଙ୍କ ଶାଖା ଉଦ୍ଧଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ୟାଙ୍କ କାର୍ତ୍ତୁପକ୍ଷ ଯୋଗ ଦେଇଥିଲେ । ଏହି ଉଦଘାଟନୀ ଉତ୍ସବ ରେ ଶାଖା ପରିଚାଳକ ମହିତ୍ ପଣ୍ଡା, ସାର୍କିଲ ହେଡ ବିକାଶ ସାହୁ, ଦେବେନ୍ଦ୍ର ସାହୁ ଏବଂ କର୍ମଚାରୀ ଯୋଗଦେଇ ଉକ୍ତ ଉଦଘାଟନୀ ଉତ୍ସବ କୁ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ

