ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଉଠା ଜଳ ସେଚନ ବିଭାଗ ଠିକାଦାର ସଂଘ ଭବାନୀପାଟଣା, ଦୃତିୟ ବୈଠକ ବିନାୟକ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି।ଅଗାମିଦିନରେ କୋଣସି ବାହାର ଜିଲ୍ଲା ଠିକାଦାର ଜିଲ୍ଲା ର କୋଣସି କାମରେ ଯୋଗସଦାନ କରିପାରିବେନାହିଁ। ଜିଲ୍ଲା ଠିକାଦାର ସଦସ୍ୟ ମାନେ ୦.୧୦%ଲେଶ ରେ ପକାଇବା ପାଇଁ ଜିଲ୍ଲା ଠିକାଦାର ସଂଘ ନିଷ୍ପତି ନେଇଛନ୍ତି ଯେ ୩ ଜାନୁଆରୀ ୨୦୨୬ ରେ ବିଜ୍ଞାପନ ପ୍ରକାଶ କରାଯାଇଥିବା ଅନୁସାରେ ତାପର ବର୍ତ୍ତି ବିଜ୍ଞାପନ ରେ ଲାଗୁକରାଯିବ ବୋଲି ଠିକାଦାର ସଂଘ ର ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ଏହି ବୈଠକରେ ଯଶୋବନ୍ତ ବିଶି, ଚୁଡା ମଣି ସାହୁ, ବିକାଶ ଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ସାହୁ, ସନ୍ଦୀପ ଅଗ୍ରବାଳ, ଧର୍ମେନ୍ଦ୍ର ଯୋଶୀ, ଶୋବାନ ପଟ୍ଟନାୟକ, ଜତିନ ପାଲ, ଆଦର୍ଶ ପ୍ରତାପ ସିଂ ପ୍ରମୁଖ ଯୋଗଦେଇଥିଲେ।
Latest entries
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ

