Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି କାର୍ଯ୍ୟକ୍ରମ ଅନୁଯାୟୀ “ଏକ ପେଡ ମାଆ କେ ନାମ” ବୃକ୍ଷ ରୋପଣ ଓ “ସ୍ୱଚ୍ଛ ଭାରତ ଅଭିଯାନ” ସଫେଇ କାର୍ଯ୍ୟକ୍ରମ ମାଁ ମାଣିକେଶ୍ଵରୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ଶ୍ରୀ ପୋଢ଼ଙ୍କ ନେତୃତ୍ୱରେ ପାଳନ କରାଯାଇଥିଲା ।
ଜିଲ୍ଲା କାର୍ଯ୍ୟଳୟ ଠାରେ ପଣ୍ତିତ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କ ଜୀବନୀ ଉପରେ ଉପସ୍ଥିତ ନେତୃବୃନ୍ଦ ସ୍ମୃତି ଚାରଣ କରି ଥିଲେ ।ନଗର ସାଧାରଣ ସମ୍ପାଦକ ପ୍ରଦିପ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ଓ ନଗର ସଭାପତି ଚିତ୍ତରଂଜନ ପାତ୍ର ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
