ନ୍ୟୁଜଗ୍ୟାଲେରି,ରାୟଗଡ଼ା:(ସୁଶାନ୍ତ କୁମାର ମିଶ୍ର) ଭାରତୀୟ ଜନତା ପାର୍ଟି,ରାୟଗଡ଼ା ନଗର ସଭାନେତ୍ରୀ ମଞ୍ଜୁଳା ମିଣିଆକା ଙ୍କ ନେତୃତ୍ୱ ରେ ସ୍ଥାନୀୟ ୧ନମ୍ୱର୍ ୱାର୍ଡ଼ ଠାରେ ଅକ୍ଟୋବର ୧ ରୁ ଅକ୍ଟୋବର ୧୫ପର୍ଯ୍ୟନ୍ତ ସଦସ୍ୟତା ପାଇଁ ବିଶେଷ ଦିବସ ପାଳନ ଅବସର ରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଉକ୍ତ ୱାର୍ଡ଼ ର ବୃଦ୍ଧା ମହିଳାଙ୍କୁ ବସ୍ତ୍ର ବଣ୍ଟନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ରେ ନଗର ସାଧାରଣ ସମ୍ପାଦିକା ଝରଣା ପାଣି, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ରଚନା ସାହୁ, ବରିଷ୍ଠ କର୍ମୀ ଅଶ୍ୱିନୀ ନାୟକ, ବିଜୟ ଉଲ୍ଲକା, ନରେଶ ବିଡ଼ିକା, ନଗର ର ଅନ୍ୟ ପଦାଧିକାରୀ , ପୁର୍ବତନ ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହି, ପୁର୍ବତନ ନଗର ସାଧାରଣ ସମ୍ପାଦକ ଶୁଶାନ୍ତ ମିଶ୍ର, ୨୦୫ ବୁଥ ସଭାପତି ରାକେଶ ପାଢ଼ୀ ଙ୍କ ସହିତ ଭାରତୀୟ ଜନତା ପାର୍ଟି ର କର୍ମୀକର୍ତ୍ତା ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

