ଭବାନୀପାଟଣା ଠାରେସନ୍ଥ କଵି ଭୀମ ଭୋଇଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଭବାନୀପାଟଣା ଗୋଦାମ ପଡ଼ା ମହିମା ଆଶ୍ରମ ପକ୍ଷରୁ କଳାହାଣ୍ଡି ଜିଲ୍ଲା ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିମା ଧର୍ମବଲମ୍ବୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଭବାନୀପାଟଣା ସହର ପରିକ୍ରମା କରିବା ସହ ସନ୍ଥକବି ଙ୍କ ବାଣୀ ଓ ନୀତି ଆଦର୍ଶ ଉପରେ ଜନ ସଚେତନତା କରାଇ ଥିଲେ ଏବଂ ମହିମା ଆଶ୍ରାମରେ ବିଶ୍ୱ ଶାନ୍ତି ବ୍ରହ୍ମଯଜ୍ଞ ମହିମା ଲୀଳା କରାଯାଇ ଥିଲା ଏଥିଲେ ଉଭୟ ପୁରୁଷ ଓ ମହିଳା ମହିମା ଧର୍ମବଲମ୍ବୀ ମାନେ ସାମିଲ ହୋଇଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

