ଭବାନୀପାଟଣା ପୌରପାଳିକା ଅଧୀନରେ ହଉଥିବା ଉନ୍ନତି ମୂଳକକାର୍ଯ୍ୟ ଗୁଡିକ ର ୧୮.୦୪.୨୦୨୪ତାରିଖ ରେ୧୫୮ଟି କାର୍ଯ୍ୟ ନିମନ୍ତେ ପ୍ରାୟ ୯କୋଟିରୁ ଅଧିକ ଟଙ୍କାରଟେଣ୍ଡର ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ଏହାର ଅନ୍ତିମ ତାରିଖ ଗତ୩ /୫/୨୩ ଥିଲ।ତେବେ୪ତାରିଖ ଦିନ ଟେଣ୍ଡର ଖୋଲିବାରଥିଲା ।
କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ପୌରପାଳିକା ନିର୍ବାଚିତ ହୋଇଥିବା ସଭ୍ୟ ସଭ୍ୟା ଙ୍କ ଆପସିବୁଝାମଣା ରେ ବାଣ୍ଟିନିଆଯାଇଥିବା ଅଭିଯୋଗ ହୋଇଛି।ତେବେ ଏହି ଟେଣ୍ଡର ବିଜ୍ଞତି ବିଷୟରେ ଅନେକ ଟିକାଦାର ଅବଗତ ନଥିବାବେଳେ କାର୍ତ୍ତିପକ୍ଷ କିଭଳିଭାବେ ନିଜନିଜ ମଧ୍ୟରେ ବାଣ୍ଟିଦେଲେ ସେନେଇ ପୋୖର କର୍ତ୍ତୃପକ୍ଷ ଙ୍କୁ ଉପରେ ସନ୍ଧେହ ସୃଷ୍ଟି କରୁଥିବା ଜନସାଧାରଣ ଚର୍ଚ୍ଚା ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।
ଏହି ଘଟଣାର ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ମତ ପ୍ରକାଶ କରିଛନ୍ତି ଏବଂ ଜିଲ୍ଲା ପାଳ ସ୍ୱନ୍ତତ୍ର ଦୃଷ୍ଟି ଦେବାକୁ ଦବିହୋଉଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

