କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଜୁନାଗଡ଼,ଔଷଧିୟ ବୃକ୍ଷ ଲଗାଇ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରି ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପଟାୟତ ସାହୁ ଙ୍କୁ ଆଜି ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ଏବଂ ତାଙ୍କ ପରିବାର ସାକ୍ଷାତ କରି ସୁବେଚ୍ଛା ଜଣାଇଥିଲେ ।
ସୂଚନା ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ବ୍ଲକ ର ପଦ୍ମଶ୍ରୀ ପଟାୟତ ସାହୁ ଶତାଧିକ ପ୍ରକାରର ଔଷଧୀୟ ବୃକ୍ଷ ଲଗାଇ ପ୍ରଧାନ ମନ୍ତ୍ରୀ ଙ୍କ ମନକୀବାତ କାର୍ଯ୍ୟକ୍ରମରେ ସ୍ଥାନ ପାଇଁ ଚର୍ଚ୍ଚିତ ହୋଇଥିଲେ ।ଏହାପରେ ତାଙ୍କୁ ପଦ୍ମଶ୍ରୀ ସଂମାନରେ ସଂମାନିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ପଦ୍ମଶ୍ରୀ ପାଇବାରେ ପ୍ରଥମ ବ୍ୟକ୍ତି ହେଉଛନ୍ତି ପଟାୟତ ସାହୁ ତାଙ୍କୁ ପୂର୍ବତନ ସାଂସଦ ଏବଂ ତାଙ୍କ ପରିବାର ଙ୍କ ସହ ଔଷଧୀୟ ବୃକ୍ଷ ପରିଦର୍ଶନ କରିବା ସହିତ ପଦ୍ମଶ୍ରୀ ପୁରସ୍କୃତ ହୋଇଥିବାରୁ ସୁବେଛା ଜଣାଇଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

