ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଓଡିଶା ବାଟାଲିୟନ ନବରଙ୍ଗପୁର ରୁ କମାଣ୍ଡିଙ୍ଗ ଅଫିସର କର୍ନେଲ ଜଗନ୍ନାଥ ନିକସନ୍କୋ ମାଣୀକେଶ୍ୱରୀ ଉଚ୍ଚ ବିଦ୍ଯାଳୟ କୁ ପରିଭ୍ରମଣରେ ଆସିଥିଲେ। ସି ଓ ସାର୍ ଏବଂ ତାଙ୍କ ସହିତ ଆସିଥିବା ଅନ୍ୟ ଅଫିସର ମାନଙ୍କୁ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନ ସି ସି ସି ଟିଓ ଜଗମୋହନ ବିଶ୍ବାଳ, ସହଯୋଗୀ ଆସୁତୋଶ ଦୁବେ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ବିଦ୍ଯାଳୟ ର ଏନ ସି ସି ଛାତ୍ରଙ୍କୁ ଜୀବନରେ ଏକତା ଏବଂ ଶ୍ରୁଙ୍ଖଳାର ଗୁରୁତ୍ବପୂର୍ଣ୍ଣ ଭୁମିକା, ଆର ଡି ସି କଣ ପିଲାମାନଙ୍କୁ ସରଳ ଭାଷାରେ ମତବ୍ୟକ୍ତବ କରିଥିଲେ। ଏଥିପାଇଁ କେମିତି ଚାୟନ ହୁଅନ୍ତି କହିଲେ। ପିଲାମାନଙ୍କ ଏକତା ଏବଂ ସନ୍ତୀସୁଙ୍ଖଳା ଦେଖି ଶ୍ରୀ ସିଓ ଆନନ୍ଦଦିତ ପ୍ରକାଶ କରିଥିଲେ। ବିଦ୍ଯାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

