ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ସରକାର ବିଭିନ୍ନ ସମୟରେ ଜାଗା ମିଶନ ଜଙ୍ଗଲ ଜମି ଅଧିକାର ଆଇନ ବିଷୟ ରେ ଲୋକଙ୍କୁ ଜାଗା ଦେବା କୁ ନିଷ୍ପତ୍ତି ନେଇଥିଲେ ଓ ବର୍ତ୍ତମାନର ବିଜେପି ସରକାର ସରକାରୀ ଜାଗା ରୁ ଲୋକଙ୍କୁ ଉଚ୍ଛେଦ କରିବା କୁ ନିଷ୍ପତ୍ତି ନେଇଛନ୍ତି। ଏହାର ପ୍ରତି ବାଦରେ ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଓ କରି ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରିବା ପାଇଁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା।
ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତି ସଭାପତି ବିଜୟ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଆବାହକ ଗିରିଧାରୀ ପାତ୍ର, ରାଜେଶ ଦୀପ, ସରୋଜ ବାଗ,ସାମନ୍ତ ଖମାରି, ବଦ୍ରିନାରାୟଣ ପଟ୍ଟନାୟକ, ତ୍ରିଲୋଚନ ପାଣିଗ୍ରାହୀ, ମନିନ୍ଦର ମହାନ୍ତି,ସାଜ଼ୀଡ଼ ମହୋମଦ ଦାମୋଧର ବେହେରା, ପର୍ମାନନ୍ଦ ନାଏକ,ମାୟାଧର ଯାଦବ, ଶକ୍ତିରଞ୍ଜନ ଛାତ୍ରୀୟ, ଅଭୟ ନାଏକ, ଦେବାନନ୍ଦ ଛାତ୍ରୀୟା, ବିନୋଦ ଦୁର୍ଗା, ଚକ୍ର ମହାରଣା, ରାଜୁ ଛାତର୍ଜୀ, ତୁଳସୀରାମ ଢଙ୍ଗରାମାଝି,ପ୍ରମୋଦ ପଟ୍ଟାନାୟକ, ଚକ୍ରଧର ପୁଳେଇ, ସୁବାଷ ମାଝୀ,ଟିପାକାର ମାଝୀ,ସୁରୁ ଢଙ୍ଗରାମାଝି,ବଲକୃଷ୍ଣ
ନାଏକ ,ଉମାଶଙ୍କର ଆଚାରୀ,
ଜନମ ମାଟି ନାରୀନେତ୍ରୀ ବର୍ଷା ସରାଫ,ବବିତାରାଣୀ ଦାସ, ତପସ୍ୱାନି ମେହେର,ସସ୍ମିତା ଛାତର୍ଜୀ,ତପ ଦୁର୍ଗା,ସୁକାନ୍ତି ସରାଫ, ସୁଶାନ୍ତି ହଂସ, ସଂଗୀତ ମେହେର, ଶହୀଦା ବେଗମ,ଳବଲୀ ବେଗମ,ଲିଲି ଯାଦବ,ହୀରାମାନି ଗଣ୍ଡ,ସଂଯୁକ୍ତା ସ୍ୱାଇଁ, ରଶ୍ମିତା ଶବର, ସମିତା ପାହାପାତ୍ର, ଚିନ୍ମଇ ବେହେରା, ଅଞ୍ଜଳି ସିଂ,ସ୍ନିଗ୍ଧାରାନି ପଟନାୟକ ,ତାପସ୍ୱାନି ଦାଶ ଏବଂ ସହର ର ହଜାର ହଜାର ଗରିବ ଲୋକ ଉଚ୍ଛେଦ କୁ ପ୍ରତିବାଦ କରିବାକୁ ଜିଲ୍ଲାପାଳ ଙ୍କ କାର୍ଯ୍ୟଲୟ ସମ୍ମୁଖରେ ଉପସ୍ଥିତ ରହି ଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

