କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ପବିତ୍ର ଗୁରୁ ପୂର୍ଣ୍ଣିମା ଅବସର ରେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ କର୍ଲାପାଟ ରେଞ୍ଜ ଦକ୍ଷିଣ ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ କର୍ଲାପାଟ ରେଞ୍ଜର ତୀର୍ଥରାମ ମାଝୀ ଙ୍କ ତତ୍ତ୍ବାବଧାନ ରେ ପାଳିତ ହେଇଯାଇଛି ।
ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟ ତଥା ବିଜୁ ଯୁବ ଜନତା ଦଳର ଯୁବ ସମ୍ପାଦକ ସେନାପତି ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଓ ମୁଖ୍ୟ ବକ୍ତା ଭାବରେ ପ୍ରକୃତି ବନ୍ଧୁ ଅଶୋକ ପଟ୍ଟନାୟକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ସ୍ଥାନୀୟ ଜନସାଧାରଣ ଫରେଷ୍ଟର ଯୋଗେନ୍ଦ୍ର ମାଝୀ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଦକ୍ଷିଣ ବନଖଣ୍ଡ ର କର୍ମଚାରୀ ଏବଂ ନାଏବ ସରପଞ୍ଚ ବାରୁ ମାଝୀ, ୱାର୍ଡ ସଭ୍ୟ ସଭ୍ୟା ବିଦ୍ୟାଳୟ ପରିସରରେ ବୃକ୍ଷ ରୂପଣ କରିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

