ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଙ୍କ ବିୟୋଗ ରେ ଆଜି କଳାହାଣ୍ଡି ଲେଖକ କଳା ପରିଷଦ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭା ରେ ଓଡ଼ିଶା ର ବିଶିଷ୍ଟ ସାହିତ୍ୟିକ ତଥା କଳାହାଣ୍ଡି ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟାପକ ଟିକାୟତ ରାଏ ଯୋଗଦାନ କରି ସ୍ୱର୍ଗୀୟ ମହାପାତ୍ର ଙ୍କ ସ୍ମୃତି ଚାରଣ କରିଥିଲେ।ଉକ୍ତ ସଭା ରେ ପରିଷଦ ର ସଭାପତି ଉମେଶ ଚନ୍ଦ୍ର ପଣ୍ଡା, ତପନ ରଥ, ଡ.ଦାଶରଥି ଆଚାର୍ଯ୍ୟ, ଭବନାଥ ରାୟଗୁରୁ, ଶୁଭେନ୍ଦୁ ମହାପାତ୍ର,ଭାଗିରଥି ବେହେରା ତଥା ସରକାରୀ ମହାବିଦ୍ୟାଳୟ ୧୯୮୮ କଳାର ବିଭାଗ ସୁରେନ୍ଦ୍ର ସାହୁ, ହିତ ମହାନ୍ତି,ଦିବ୍ୟ ବହିଦାର, ସୁରସ୍ମିତା ପଣ୍ଡା, ଶୁଭେନ୍ଦୁ ପାଢ଼ୀ ଯୋଗଦାନ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

