ପୁରୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଦ୍ବିତୀୟ ସମନ୍ୱୟ ବୈଠକ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଉ ଦେଢ଼ ମାସ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହୋଇଯାଇଛି। ଏ ନେଇ ଆଜି ରଥଯାତ୍ରା  ଦ୍ବିତୀୟ ସମନ୍ବୟ ବୈଠକ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକରେ ରାଜନେତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ।ଯେହେତୁ ଆଇନ ମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ରହିବେ, ସେ ଦୃଷ୍ଟିରୁ ସେବାୟତମାନେ ରଥଯାତ୍ରା ପୂର୍ବ ଅବ୍ୟବସ୍ଥା ଉପରେ ସେମାନଙ୍କ ସ୍ବରକୁ ଶାଣିତ କରିବେ ବୋଲି ଚର୍ଚ୍ଚା ହେଉଛି। […]