କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଜେ.ଏମ୍.ଏଫ୍.ସି କୋର୍ଟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ଥୁଆମୂଳ ରାମପୁର ବାର୍ ଏସୋସିଏସନ୍ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋର୍ଟ ର ବିଚାରପତି ସୋମେଶ ସୌମ୍ୟଜିତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଥୁଆମୂଳରାମପୁର ବାର୍ ଏସୋସିଏସନ୍ ର ସଭାପତି ଆଇନଜୀବୀ ସୁଶୀଲ କୁମାର ରାଉତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାର୍ ଏସୋସିଏସନ୍ ର ସମ୍ପାଦକ ଆଇନଜୀବୀ […]
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମେଲକୁନ୍ଦେଲ ରାସ୍ତା ଉପରେ କାଳବୈଶାଖୀ ତାଣ୍ଡବ ଅଦିନିଆ ବର୍ଷାରେ ରାସ୍ତା ଉପରେ ଧସୁଛି ମାଟି ଅତଡା।ବର୍ତ୍ତମାନ ଯଦି ଏଭଳି ସ୍ଥିତି ତାହା ହେଲେ ଆଗକୁ ବର୍ଷା ଋତୁ ଏଭଳି ମାଟି ଅତଡା ଧସିଲେ ଗମନାଗମନରେ ବାଧା ଉପୁଜିବାର ଆଶଙ୍କା ରହିଛି।ଗମନାଗମନର ସୁବ୍ୟବସ୍ଥା ପାଇଁ ସ୍ବାଧିନତାର ସାତ ଦଶନ୍ଧି ଲାଗିଥିଲା ଏଥିପାଇଁ ଅଞ୍ଚଳବାସୀଙ୍କୁ ନେତାଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କ ପାଖରେ ବର୍ଷ ବର୍ଷ ଧରି ଗୁହାରି କରିବାକୁ ପଡିଥିଲା। […]
